Door43-Catalog_or_tn/MAT/17/03.md

1.8 KiB
Raw Permalink Blame History

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ତିନିଜଣକୁ ତାହାଙ୍କ ମହିମା ଦେଖାଇବାର ବିବରଣକୁ ଏହା ଜାରି ରଖେ ।

ଦେଖ

ନିମ୍ନଲିଖିତ ଆଚମ୍ବିତ ସୂଚନା ପ୍ରତି ମନୋଯୋଗୀ ହେବାକୁ ଏହି ଶବ୍ଦ ଆମ୍ଭମାନଙ୍କୁ ସଚେତନ କରାଏ ।

ସେମାନଙ୍କୁ

ଶିଷ୍ୟମାନଙ୍କୁ ଯେଉଁମାନେ ଯୀଶୁଙ୍କ ସହିତ ଥିଲେ

ଉତ୍ତର ଦେଲେ ଏବଂ କହିଲେ

"କହିଲେ ।" ପିତର ପ୍ରଶ୍ନ ପ୍ରତି ଉତ୍ତର ଦେଉ ନାହିଁ ।

ଏଠାରେ ରହିବା ଆମ୍ଭମାନଙ୍କ ନିମନ୍ତେ ଉତ୍ତମ ନୁହେଁ

ସମ୍ଭାବାନା ଅର୍ଥଗୁଡିକ: ୧) "ଏହା ଉତ୍ତମ ଯେ ଆମ୍ଭେ ଶିଷ୍ୟମାନେ ତୁମ୍ଭ, ମୋଶା, ଏବଂ ଏଲିୟ ସହିତ ରହିବା ଉତ୍ତମ କିମ୍ଭା ) ଏହା ଉତ୍ତମ ଯେ ତୁମ୍ଭେ, ମୋଶା, ଏଲିୟ, ଏବଂ ଆମ୍ଭେ ସମସ୍ତ ଶିଷ୍ୟମାନେ ଏଠାରେ ଏକାଠି ରହିବା" (ଦେଖନ୍ତୁ: ଏକ ଗୋଷ୍ଠୀ ବା ବ୍ୟକ୍ତି ନିମନ୍ତେ ପ୍ରଭାବିତ)

ଆଶ୍ରୟ ସ୍ଥାନ

ସମ୍ଭାବନା ଅର୍ଥଗୁଡିକ: ୧) ଲୋକମାନେ ଉପାସନା କରିବା ନିମନ୍ତେ ଆସିବା ସ୍ଥାନ (ଦେଖନ୍ତୁ UDB) କିମ୍ଭା ) ଲୋକମାନେ ଶୟନ କରିବାର ଅସ୍ଥାୟୀ ସ୍ଥାନଗୁଡିକ ।