Door43-Catalog_or_tn/MAT/17/01.md

952 B

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ତିନି ଜଣକୁ ତାହାଙ୍କ ମହିମା ଦେଖାନ୍ତି ।

ପିତର, ଏବଂ ଯାକୁବ, ଏବଂ ତାହାଙ୍କ ଭାଇ ଯୋହନ

"ପିତର, ଯାକୁବ, ଏବଂ ଯାକୁବଙ୍କ ଭାଇ ଯୋହନ"

ସେ ରୂପାନ୍ତରିତ ହେଲେ

"ଈଶ୍ଵର ଯୀଶୁଙ୍କ ରୂପକୁ ସମ୍ପୁର୍ଣ୍ଣ ଭାବରେ ପରିବର୍ତ୍ତନ କଲେ" କିମ୍ବା (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ପୋଷାକ

"ବସ୍ତ୍ର"

ସୁର୍ଯ୍ୟ ପରି ଉଜ୍ଜଳ ହେଲେ

"ସୁର୍ଯ୍ୟ ପରି ଉଜ୍ଜଳ ଦେଖାଗଲେ" (ଦେଖନ୍ତୁ: ରୁପକ/ଉପମା/ତୁଳନା)