Door43-Catalog_or_tn/MAT/15/07.md

1.5 KiB

ଯୀଶୁ , ଶାସ୍ତ୍ରୀ ଓ ଫାରୁଶୀମାନଙ୍କ ମଧ୍ୟରେ ଏହି ବିବାଦ ଜାରି ରହିଛି

ଯିଶାଇୟ ଯଥାର୍ଥ ରୂପେ ଏହି ଭାବବାଣୀ କହିଅଛନ୍ତି

AT : '' ଯିଶାଇୟ ଭାବବାଣୀ୪ ସତ୍ୟ କହିଲେ ''

ହେତେବେଳେ ସେ କହିଲେ

AT: ''ଯେତେବେଳେ ଈଶ୍ଵର ଯାହା କହିଥିଲେ ସେ କହିଲେ ''

ଏହି ଲୋକମାନେ ମୁଖରେ ଆମ୍ଭକୁ ସମାଦର କରନ୍ତି AT: '' ଏହି ଲୋକମାନେ ସମସ୍ତ ଯଥାର୍ଥ ବିଷୟ କହନ୍ତି ''

କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ

''କିନ୍ତୁ ସେମାନେ ପ୍ରକୃତରେ ମୋତେ ପ୍ରେମ କରନ୍ତି ନାହିଁ'' ( ଦେଖନ୍ତୁ : ଉପମା

ବୃଥାରେ ଆମ୍ଭର ଆରାଧନା କରନ୍ତି

AT : '' ମୋ ଉପରେ ଯେପରି କୋଣସି ପ୍ରଭାବ ପଡ଼େ ନାହିଁ ସେହିପରି ସେମାନେ ଉପାସନା କରନ୍ତି '' କିମ୍ବା '' ସେମାନେ କେବଳ ଉପାସାନ କରିବାର ବାହାନା କରନ୍ତି ''

ଲୋକଙ୍କ ଅଜ୍ଞାଗୁଡିକ

'' ଆଜ୍ଞାଗୁଡିକ ଯାହା ଲୋକମାନେ କରନ୍ତି ''