Door43-Catalog_or_tn/MAT/14/19.md

1.3 KiB
Raw Permalink Blame History

ଯୀଶୁ ସେମାନଙ୍କୁ ଖୁଆଇଲେ ଯେଉଁମାନେ ତାହାଙ୍କୁ ଏକ ନିର୍ଜନ ସ୍ଥାନରେ ଅନୁଗମନ କଲେ #. ତଳେ ବସିବା କିମ୍ବା "ତଳେ ରୁହ" ଆପଣଙ୍କ ପରମ୍ପରାରେ ଲୋକମାନଙ୍କ ସ୍ଥାନ ନିମନ୍ତେ ସାଧାରଣ ସେହି ଶବ୍ଦକୁ ବ୍ୟବହାର କର ଯେତେବେଳେ ସେମାନେ ଖାଆନ୍ତି #. ନେଲେ "ହାତରେ ଧରିଲେ" କିମ୍ବା "ସେ ସେଗୁଡିକୁ ଚୋରୀକରିଲେ ନାହିଁ" (ଦେଖନ୍ତୁ:ବାକ୍ୟାଂଶ) #. ଖଣ୍ଡଗୁଡିକ "ରୋଟିଖଣ୍ଡଗୁଡିକ" କିମ୍ବା "ସମ୍ପୁର୍ଣ୍ଣ ରୋଟିଗୁଡିକ" #. ଏବଂ ଚାହିଁଲେ ଏହାର ଅର୍ଥ ହୋଇପାରେ ୧)"ଯେତେବେଳେ ଦେଖିଲେ" କିମ୍ବା ) "ଦେଖିଲେ ପରେ" #. ସେମାନେ ଉପରକୁ ଉଠିଲେ "ଶିଷ୍ୟମାନେ ଜମା କଲେ" #. ଯେଉଁମାନେ ଖାଇଲେ "ସେମାନେ ଯେଉଁମାନେ ରୋଟି ଏବଂ ମାଛ ଖାଇଲେ" (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ)