Door43-Catalog_or_tn/MAT/14/13.md

1.5 KiB

ବାପ୍ତିଜକ ଯୋହନଙ୍କ ହତ୍ୟା ହେଲା ପରେ ଯୀଶୁ ଏକ ନିର୍ଜନ ସ୍ଥାନକୁ ଗଲେ #. ଏହା ଶୁଣିଲେ "ଯୋହନଙ୍କୁ କଅଣ ହେଲା ବୋଲି ଶୁଣିଲେ" କିମ୍ବା "ଯୋହନଙ୍କ ବିଷୟରେ ସମାଚାର ଶୁଣିଲେ"(ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ସେ ପ୍ରସ୍ଥାନ କଲେ ସେ ପଲାଇଲେ କିମ୍ବା ଜନଗହଳିରୁ ଦୁରକୁ ପଲାଇଲେ #. ସେହିଠାରୁ "ସେହି ସ୍ଥାନରୁ" #. ଯେତେବେଳେ ଜନଗହଳି ଏହି ବିଷୟରେ ଶୁଣିଲେ "ଯେତେବେଳେ ଜନଗହଳି ଶୁଣିଲେ ଯେ ସେମାନେ କେଉଁଠାକୁ ଯାଇଅଛନ୍ତି" (ଦେଖନ୍ତୁ:UDB) କିମ୍ବା "ଯେତେବେଳେ ଜନଗହଳି ଶୁଣିଲେ ଯେ ସେ ଛାଡି ପଲାଇଲେ" #. #. ଜନଗହଳି “ଲୋକମାନଙ୍କ ଗହଳି” କିମ୍ବା “ଲୋକମାନେ” #. ତା’ପରେ ଯୀଶୁ ସେମାନଙ୍କ ପୁର୍ବରୁ ଗଲେ ଏବଂ ଏକ ବୃହତ୍ ଗହଳିକୁ ଦେଖିଲେ “ଯେତେବେଳେ ଯୀଶୁ କୁଳକୁ ଆସିଲେ, ସେ ଏକ ବୃହତ ଜନଗହଳିକୁ ଦେଖିଲେ"