Door43-Catalog_or_tn/MAT/14/08.md

1.6 KiB

ଏହା ହେରୋଦ ବାପ୍ତିଜକ ଯୋହନଙ୍କୁ ହତ୍ୟା କରିବାର ଏକ ବିବରଣୀକୁ ଜାରି ରଖେ #. ଆପଣା ମାଆର ଶିକ୍ଷାକୁ ପାଇଲା ପରେ AT: ତାହାର ମାଆ ତାହାକୁ ଶିକ୍ଷା ଦେଲା ପରେ" (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. କ'ଣ ବିଷୟରେ ପଚାରିବା ନିମନ୍ତେ ଏହାକୁ ଏପରି ଅନୁବାଦ କରାଯାଇପାରେ "କ'ଣ ବିଷୟରେ ପଚାରିବା" ଏହି ଶବ୍ଦଗୁଡିକ ପ୍ରକୃତ ଗ୍ରୀକ୍ ଭାଷାରେ ନାହିଁ ସେଗୁଡିକ ସନ୍ଦର୍ଭ ଦ୍ଵାରା ବର୍ଣ୍ଣିତ ହୋଇଅଛି (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ସେ କହିଲେ "ସେ" ସର୍ବନାମଟି ହେରୋଦିଆଙ୍କ ଝିଅକୁ ସୁଚାଏ #. ଅଗଭୀର ବଡଥାଳି ବୃହତ୍ ଥାଳି #. ରାଜା ତାହାର ଦ୍ଵାରା ଅତ୍ଯନ୍ତ ଅସ୍ତବ୍ୟସ୍ତ ଥିଲେ "ତାହରର ଅନୁରୋଧ ରାଜାକୁ ଅତ୍ଯନ୍ତ ଅସ୍ତବ୍ୟସ୍ତ କରାଇଲା" (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) ରାଜା ହେରୋଦ ଆନ୍ତିପା ସାମନ୍ତ ରାଜା(ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ)