Door43-Catalog_or_tn/MAT/14/03.md

2.0 KiB

ଏହା ହେରୋଦ ବାପ୍ତିଜକ ଯୋହନଙ୍କୁ ହତ୍ୟା କରିବାର ଏକ ବିବରଣୀକୁ ଜାରି ରଖେ #. ହେରୋଦ ଯୋହନଙ୍କୁ ଧରିଲେ, ତାହାଙ୍କୁ ବାନ୍ଧିଲେ, ଏବଂ ତାହାଙ୍କୁ କାରାଗାରରେ ପକାଇଲେ ଅଧିକାଂଶତଃ, ହେରୋଦ ତାହାଙ୍କ ସହିତ ଏପରି କରିବା ପାଇଁ ଅନ୍ୟମାନଙ୍କୁ ଆଜ୍ଞା ଦେଲେ (ଦେଖନ୍ତୁ: ଲକ୍ଷଣସୁଚକ ବାଚ୍ୟ) #. ହେରୋଦ ଯୋହନଙ୍କୁ ଧରିଲେ “ହେରୋଦ ଯୋହନଙ୍କୁ ଗିରଫ କଲେ #. ଯେହେତୁ ଯୋହନ ତାହାଙ୍କୁ କହିଲେ, “ଏହାଙ୍କୁ ଭାର୍ଯ୍ୟା ଭାବରେ ରଖିବା ବିଧିସଙ୍ଗତ ନୁହେଁ” ଯେହେତୁ ଯୋହନ ତାହାଙ୍କୁ କହିଲେ ଯେ ଏହା ତାହାଙ୍କ ପାଇଁ ବିଧିସଙ୍ଗତ ନୁହେଁ ଯେ ସେ ତାହାଙ୍କୁ ତାହାଙ୍କ ଭାର୍ଯ୍ୟା କରି ରଖିବେ” (ଦେଖନ୍ତୁ” ଅର୍ଦ୍ଧଙ୍କର ବାଚ୍ୟ) #. ଯେହେତୁ ଯୋହନ ତାହାଙ୍କୁ କହିଲେ “ଯେହେତୁ ଯୋହନ ନିରନ୍ତର ହେରୋଦକୁ କହୁଥିଲେ” (ଦେଖନ୍ତୁ: UDB) #. ଏହା ବିଧିସଙ୍ଗତ ନୁହେଁ UDB କଳ୍ପନା କରେ ଯେ ଫିଲିପ୍ପ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବିତ ଅଛନ୍ତି ଯେତେବେଳେ ହେରୋଦ ହେରୋଦିଆଙ୍କୁ ବିବାହ କଲେ, କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଜଣେ ବ୍ୟକ୍ତିଙ୍କୁ ତାହାର ଭାଇଙ୍କ ବିଧବାଙ୍କୁ ବିବାହ କରିବାକୁ ନବାରଣ କରେ