Door43-Catalog_or_tn/MAT/13/54.md

1.5 KiB

ଏହା କିଭଳି ଯୀଶୁଙ୍କ ଗୃହ ନଗରୀରେ ଥିବା ଲୋକମାନେ ତାହାଙ୍କୁ ଅଗ୍ରାହ୍ୟ କଲେ ଯେତେବେଳେ ସେ ସେମାନଙ୍କ ଆରାଧନାଳୟରେ ଶିକ୍ଷା ଦେଉଥିବା ବିଷୟର ବିବରଣୀ ଅଟେ #. ତାହାଙ୍କ ନିଜ ଅଂଚଳ "ତାହାଙ୍କ ଗୃହ ନଗରୀ" (ଦେଖନ୍ତୁ: UDB) #. ସେମାନଙ୍କ ଆରାଧନାଳୟରେ "ସେମାନଙ୍କ" ସର୍ବନାମଟି ସେହି ଅଂଚଳର ଲୋକମାନଙ୍କୁ ସୁଚାଏ #. ସେମାନେ ଆଶ୍ଚର୍ଯ୍ୟାନ୍ଵିତ ହେଲେ ସେମାନେ ଚକିତ ହେଲେ" #. ଏବଂ ଏହିସବୁ ଆଶ୍ଚର୍ଯ୍ୟକର୍ମ "ଏବଂ କେଉଁଠାରୁ ସେ ଆଶ୍ଚର୍ଯ୍ୟ କରିବା ପାଇଁ ଶକ୍ତି ପାଆନ୍ତି" (ଦେଖନ୍ତୁ: ellipsis ଆଳଙ୍କାରିକ ବାଚ୍ୟ) #. ବଢେଇଙ୍କ ପୁତ୍ର
ଏକ ବଢେଇ ସେ ଅଟେ ଯିଏ କାଠଗୁଡିକ ଦ୍ଵାରା କିମ୍ବା ପଥରଗୁଡିକ ଦ୍ଵାରା କାର୍ଯ୍ୟ କରିଥାନ୍ତି ଯଦି "ବଢେଇ" ଶବ୍ଦ ଅଜଣା ଅଟେ, "ନିର୍ମାଣକାରୀ" ଶବ୍ଦ ବ୍ୟବହାର କରାଯାଇପାରିବ