Door43-Catalog_or_tn/MAT/13/51.md

1.5 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଏକ ଘରକୁ ଗଲେ ଏବଂ ଈଶ୍ଵରଙ୍କ ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେବାକୁ ଜାରି ରଖିଲେ #. “ତୁମ୍ଭେମାନେ କଅଣ ଏହିସବୁ କଥା ବୁଝିଲ ?” ଶିଷ୍ୟମାନେ ତାହାଙ୍କୁ କହିଲେ, “ହଁ” ଯଦି ଆବଶ୍ୟକ, ଏହାକୁ ପରୋକ୍ଷ ଅର୍ଦ୍ଧରଣ ଭାବରେ ଅନୁବାଦ କରାଯାଇପାରିବ ଯେପରି “ଯୀଶୁ ସେମାନଙ୍କୁ ପଚାରିଲେ ଯେ କଅଣ ସେମାନେ ଏହିସବୁ ବୁଝିଥିଲେ, ଏବଂ ସେମାନେ କହିଲେ ଯେ ସେମାନେ ବୁଝିଲେ” (ଦେଖନ୍ତୁ: ଅର୍ଦ୍ଧରଣ ବାଚ୍ୟ) #. ଏକ ଶିଷ୍ୟ ହେଲେ “ବିଷୟରେ ଶିଖିଲେ” #. ଭଣ୍ଡାର ଏକ ଭଣ୍ଡାର ଏକ ମୁଲ୍ୟବାନ୍ ଏବଂ ବହୁମୁଲ୍ୟ ଜିନିଷ ଅଟେ କିମ୍ବା ସଂଗ୍ରହ କରିଥିବା ଜିନିଷ ଅଟେ ଏଠାରେ ଏକ ସ୍ଥାନକୁ ସୁଚାଏ ଯେଉଁଠାରେ ଏହି ସମସ୍ତ ଜିନିଷକୁ ସଂଗ୍ରହ କରି କରାଯାଏ, “ରାଜକୋଷ” କିମ୍ବା “ଗୋଦାମ୍”