Door43-Catalog_or_tn/MAT/13/49.md

1.5 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଏକ ଘରକୁ ଗଲେ ଏବଂ ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେବାକୁ ଜାରି ରଖିଲେ
#. ଜଗତର ଶେଷ
"ଯୁଗର ଶେଷ" #. #. ଆସିବେ “ବାହାରି ଆସିବେ” କିମ୍ବା “ବାହାରିବେ” କିମ୍ବା “ସ୍ଵର୍ଗରୁ ଆସିବେ” #. ସେମାନଙ୍କୁ ଫୋପାଡିବେ “ଦୁଷ୍ଟମାନଙ୍କୁ ଫୋପାଡିବେ” #. ଅଗ୍ନିର କୁଣ୍ଡ ଏହାକୁ “ଅଗ୍ନିକୁଣ୍ଡ” ଭାବରେ ଅନୁବାଦ କରାଯାଇପାରେ ଏହା ନର୍କର ନିଆଁ ନିମନ୍ତେ ଏକ ରୁପକ ଅଟେ ଯାହା ପୁରାତନ ନିୟମରେ ଦାନିଏଲ ୩:୬ ରେ ବ୍ୟବହାର କରାଯାଇଥିବା ଏକ ଛବି ଅଟେ (ଦେଖନ୍ତୁ: ରୁପକ) ଯଦି ଶୀର୍ଷକ “କୁଣ୍ଡ” ଯଦି ଅଜଣା ଅଟେ, “ଭାଟି” ବ୍ୟବହାର କରାଯାଏ #. ଯେଉଁଠାରେ ରୋଦନ ଏବଂ ଦନ୍ତର କିଡିମିଡି ହେବ “ଯେଉଁଠାରେ ଦୁଷ୍ଟଲୋକମାନେ କ୍ରନ୍ଦନ କରିବେ ଏବଂ ସେମାନଙ୍କ ଦାନ୍ତକୁ ପେଶିବେ”