Door43-Catalog_or_tn/MAT/13/47.md

2.2 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଏକ ଘରକୁ ଗଲେ ଏବଂ ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେବାକୁ ଜାରି ରଖିଲେ ଏହି ଦୁଇ ଦୃଷ୍ଟାନ୍ତଗୁଡିକରେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଈଶ୍ଵରଙ୍କ ରାଜ୍ୟ କିପରି ଅଟେ ତାହା ଶିଖାଇବା ପାଇଁ ଦୁଇଗୋଟି ବାକ୍ୟାଂଶ ବ୍ୟବହାର କରନ୍ତି (ଦେଖନ୍ତୁ:ବାକ୍ୟାଂଶ) #. ସ୍ଵର୍ଗରାଜ୍ୟ ଏହିପରି ଅଟେ ଆପଣ କିପରି ଭାବରେ ବାକ୍ୟାଂଶରେ ଏହାକୁ ଅନୁବାଦ କରିଥିଲ) #. ନିକ୍ଷିପ୍ତ ସର୍ବପ୍ରକାରର ମତ୍ସ୍ୟ ସଂଗ୍ରହକାରୀ ଏକ ଟଣା ଜାଲ ସଦୃଶ "ଏହାକୁ କର୍ତୃବାଚ୍ୟ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ: "ଏକ ଜାଲ ସଦୃଶ ଅଟେ ଯାହା କେତେକ ମତ୍ସ୍ୟ ଧରାଳୀମାନେ ସମୁଦ୍ରକୁ ଜାଲ ନକ୍ଷେପ କରନ୍ତି" #. ଏକ ଜାଲ ଯାହା ସମୁଦ୍ରକୁ ନିକ୍ଷେପ କରାଯାଇଥିଲା "ଏକ ଜାଲ ଯାହା ସମୁଦ୍ରକୁ ଫିଙ୍ଗାଯାଇଥିଲା" #. #. ସମସ୍ତ ପ୍ରକାରର ମତ୍ସ୍ୟଗୁଡିକ ସଂଗ୍ରହ କଲେ “ସମସ୍ତ ପ୍ରକାରର ମାଛ ଧରିଲେ” #. ସମୁଦ୍ରକୁଳକୁ ଟାଣିଆଣିଲେ “ଜାଲକୁ ସମୁଦ୍ରକୁଳକୁ ଟାଣିଆଣିଲେ” କିମ୍ବା “ଜାଲକୁ କୁଳକୁ ଆଣିଲେ” #. ଭଲଗୁଡିକ “ଉତ୍ତମଗୁଡିକ” #. ମୁଲ୍ୟହୀନଗୁଡିକ “ଖରାପ ମାଛଗୁଡିକ” କିମ୍ବା “ଖାଇବାକୁ ଯୋଗ୍ୟ ନଥିବା ମାଛ” #. ଫୋପାଡିଦେଲେ “ରଖିଲେ ନାହିଁ”