Door43-Catalog_or_tn/MAT/13/44.md

3.0 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଏକ ଘରକୁ ଗଲେ ଏବଂ ଈଶ୍ଵରଙ୍କ ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେବାକୁ ଜାରି ରଖିଲେ ଏହି ଦୁଇ ଦୃଷ୍ଟାନ୍ତଗୁଡିକରେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଈଶ୍ଵରଙ୍କ ରାଜ୍ୟ କିପରି ଅଟେ ତାହା ଶିଖାଇବା ପାଇଁ ଦୁଇଗୋଟି ବାକ୍ୟାଂଶ ବ୍ୟବହାର କରନ୍ତି (ଦେଖନ୍ତୁ:ବାକ୍ୟାଂଶ) #. ସ୍ଵର୍ଗରାଜ୍ୟ ଏହିପରି ଅଟେ ଆପଣ କିପରି ଭାବରେ ବାକ୍ୟାଂଶରେ ଏହାକୁ ଅନୁବାଦ କରିଥିଲ) #. କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ ଏକ ଧନ ବହୁମୁଲ୍ୟ ଅଟେ ଏବଂ ମୁଲ୍ୟବାନ୍ ବିଷୟ କିମ୍ବା ସଂଗ୍ରହ କରିଥିବା ବିଷୟ ଅଟେ ଏହାକୁ କର୍ତୃବାଚ୍ୟ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ: “ଏକ ଧନ ଯାହାକୁ ଜଣେ ବ୍ୟକ୍ତି କ୍ଷେତ୍ରରେ ଲୁଚାଇ ରଖିଥିଲା” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ତାହାକୁ ଲୁଚାଇ ରଖିଥିଲା ଯାହା ସବୁ ଗୋପନ କରି ରଖିଲା ସେ ସର୍ବସ୍ଵ ବିକ୍ରୀ କଲା, ଏବଂ ସେହି କ୍ଷେତ୍ରକୁ କ୍ରୟ କଲା ଏହି ଅର୍ଥବାଚକ ସୁଚନା ଏହା ଅଟେ ଯେ ବ୍ୟକ୍ତିଜଣ ଗୁପ୍ତଧନର କ୍ଷେତ୍ରକୁ କ୍ରୟ କରେ (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ଏକ ବ୍ୟବସାୟୀ ଏକ ବ୍ୟବସାୟୀ ଏକ ବ୍ୟାପାରୀ ଅଟେ, ବହୁବାର ଦୁର ସ୍ଥାନରୁ ବ୍ୟବସାୟ କରିଥାଏ #. ଉତ୍ତମ ମୁକ୍ତା ଅନ୍ଵେଷଣ କରିବା ଏହି ଅର୍ଥବାଚକ ସୁଚନା ଏହା ଅଟେ ଯେ ବ୍ୟକ୍ତିଜଣ ବହୁମୁଲ୍ୟ ମୁକ୍ତା ନିମନ୍ତେ ଅନ୍ବେଷଣ କରୁଥିଲା ଯେପରି ସେ କିଣିପାରିବ (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ବହୁମୁଲ୍ୟ ମୁକ୍ତାଗୁଡିକ ଏହାକୁ “ଉତ୍ତମ ମୁକ୍ତା” କିମ୍ବା “ସୌନ୍ଦର୍ଯ୍ୟ ମୁକ୍ତାଗୁଡିକ” ଭାବରେ ଅନୁବାଦ କରାଯାଇପାରିବ ଏକ “ମୁକ୍ତା” ଚିକ୍କନ, କଠିନ, ଚମକ ଧଳା କିମ୍ବା ଉଜ୍ଵଳ ଅଟେ