Door43-Catalog_or_tn/MAT/13/40.md

2.7 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଏକ ଘରକୁ ଗଲେ ଏବଂ ଈଶ୍ଵରଙ୍କ ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେବାକୁ ଜାରି ରଖିଲେ #. ସେଥିପାଇଁ, ଯେପରି ବାଳୁଙ୍ଗାଗୁଡିକ ସଂଗ୍ରହ କରାଯାଏ ଏବଂ ଅଗ୍ନିରେ ଜଳାଯାଏ ଏହାକୁ କର୍ତୃବାଚ୍ୟ କ୍ରିୟାରେ ଅନୁବାଦ କରାଯାଇପାରେ: "ସେଥିପାଇଁ, ଯେପରି ଲୋକମାନେ ବାଳୁଙ୍ଗାଗୁଡିକ ସଂଗ୍ରହ କରନ୍ତି ଏବଂ ସେଗୁଡିକୁ ଅଗ୍ନିରେ ଜଳାନ୍ତି" (ଦେଖନ୍ତୁ:କର୍ତୃବାଚ୍ୟ ଏବଂ କର୍ମବାଚ୍ୟ) #. ଜଗତର ଶେଷ "ଯୁଗର ଶେଷ" #. ମନୁଷ୍ୟପୁତ୍ର ତାହାଙ୍କ ଦୁତମାନଙ୍କୁ ପ୍ରେରଣ କରିବେ ଯୀଶୁ ଏଠାରେ ଆପଣା ବିଷୟରେ କହୁଥିଲେ ଏହାକୁ ଏପରି ଅନୁବାଦ କରାଯାଇପାରେ "ମୁଁ, ମନୁଷ୍ୟପୁତ୍ର, ଦୁତମାନଙ୍କୁ ପ୍ରେରଣ କରିବେ" #. ଯେଉଁମାନେ ବ୍ୟଭିଚାର କରନ୍ତି "ସେମାନେ ଯେଉଁମାନେ ଅଧର୍ମାଚାରୀ ଅଟନ୍ତି" କିମ୍ବା ମନ୍ଦ ଲୋକମାନେ" #. ଅଗ୍ନିକୁଣ୍ଡରେ ଏହାକୁ “ଅଗ୍ନିମୟ ଭାଟି” ରେ ଅନୁବାଦ କରାଯାଇପାରିବ ଯଦି “ଭାଟି” ଶବ୍ଦ ଜଣା ନାହିଁ, “ଭାଟି” ଶବ୍ଦଟି ବ୍ୟବହାର କରାଯାଇପାରିବ #. ସୁର୍ଯ୍ୟପରି ତେଜୋମୟ ହେବେ “ସୁର୍ଯ୍ୟପରି ଦେଖିବା ପାଇଁ ସହଜ ହେବ” (ଦେଖନ୍ତୁ:ବାକ୍ୟାଂଶ) #. ଯାହାର କର୍ଣ୍ଣ ଅଛି, ସେ ଶୁଣୁ କେତେକ ଭାଷାରେ ଦ୍ଵିତୀୟ ବ୍ୟକ୍ତି ଭାବରେ ବ୍ୟବହାର କରିବା ପାଇଁ ଅଧିକ ସ୍ଵାଭାବିକ ହୋଇପାରେ: “ତୁମ୍ଭେମାନେ ଯାହାର କର୍ଣ୍ଣ ଅଛି, ଶୁଣ” କିମ୍ବା “ତୁମ୍ଭମାନଙ୍କର କର୍ଣ୍ଣ ଅଛି, ତେବେ ଶୁଣ” (ଦେଖନ୍ତୁ:ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)