Door43-Catalog_or_tn/MAT/13/34.md

2.9 KiB

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. ଏହି ସମସ୍ତ ବିଷୟଗୁଡିକ ଯୀଶୁ ଜନଗହଳିକୁ ଦୃଷ୍ଟାନ୍ତ ମାଧ୍ୟମରେ କହିଲେ; ଏବଂ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହିଲେ ନାହିଁ ଏହି କ୍ରମର “କହିଲେ...ଦୃଷ୍ଟାନ୍ତ...ଦୃଷ୍ଟାନ୍ତ.....କହିଲେ” ଅର୍ଥକୁ ଗୁରୁତ୍ଵ ଦେବାର କାରଣ ଯେ ସେ ସେମାନଙ୍କୁଦୃଷ୍ଟାନ୍ତ ମାଧମରେ କଥା କହିଲେ #. ଏହି ସମସ୍ତ ବିଷୟ ଏହା ଯୀଶୁ ଆରମ୍ଭରେ ୧୩:୧ରେ ଦେଇଥିବା ଶିକ୍ଷାକୁ ସୁଚାଏ #. #. ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହଲେ ନାହିଁ “ସେ ଦୃଷ୍ଟାନ୍ତ ଛଡା ସେମାନଙ୍କୁ କିଛି ଶହିଖାଇଲେ ନାହିଁ” ବିକଳ୍ପ ଅନୁବାଦ: “ସମସ୍ତ ବିଷୟ ସେ ସେମାନଙ୍କୁ ଦୃଷ୍ଟାନ୍ତ ମାଧ୍ୟମରେ କହିଲେ” (ଦେଖନ୍ତୁ:ଅତ୍ୟୁକ୍ତି ଭାବ ଏବଂ litotes ଆଳଙ୍କାରିକ) #. ଯାହା ଭାବବାଦୀଙ୍କ ଦ୍ଵାରା କୁହାଯାଇଥିବା ବିଷୟ ସମ୍ପୁର୍ଣ୍ଣ ହେଲା, ଯେତେବେଳେ ସେ କହିଲେ ଏହାକୁ କର୍ତୃବାଚ୍ୟ କ୍ରିୟାରେ ଅନୁବାଦ କରାଯାଇପାରେ: “ସେ ସମ୍ପୁର୍ଣ୍ଣ କରିଲେ ଯାହା ଈଶ୍ଵର ଦୀର୍ଘ ସମୟ ପୁର୍ବରୁ ଭାବବାଦୀମାନଙ୍କ ମଧ୍ୟରୁ ଜଣକୁ କହିଥିଲେ” (UDB) (ଦେଖନ୍ତୁ:କର୍ତୃବାଚ୍ୟ ଏବଂ କର୍ମବାଚ୍ୟ) #. ଯେତେବେଳେ ସେ କହିଲେ “ଯେତେବେଳେ ଭାବବାଦୀ କହିଲେ” #. ବିଷୟଗୁଡିକ ଯାହାସବୁ ରହସ୍ୟରେ ଥିଲା ଏହାକୁ କର୍ତୃବାଚ୍ୟ କ୍ରିୟାରେ ଅନୁବାଦ କରାଯାଇପାରେ: “ବିଷୟଗୁଡିକ ଯାହା ଈଶ୍ଵର ଗୁପ୍ତରେ ରଖିଥିଲେ” (କର୍ତୃବାଚ୍ୟ ଏବଂ କର୍ମବାଚ୍ୟ) #. ଜଗତର ପତ୍ତନପୁର୍ବେ “ଜଗତର ଆରମ୍ଭ ସମୟରୁ” କିମ୍ବା “ଈଶ୍ଵର ଜଗତକୁ ସୃଷ୍ଟି କରିବା ସମୟରୁ”