Door43-Catalog_or_tn/MAT/13/29.md

1.7 KiB

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ ଏହି ପଦଗୁଡିକ ବାଳୁଙ୍ଗାଗୁଡିକର ଦୃଷ୍ଟାନ୍ତକୁ ଜାରି ରଖେ #. ଗୃହକର୍ତ୍ତା କହିଲେ "ଗୃହକର୍ତ୍ତା ତାହାଙ୍କ ଦାସମାନଙ୍କୁ କହିଲେ" #. ମୁଁ କଟାଳିମାନଙ୍କୁ କହିବି, "ପ୍ରଥମେ ବାଳୁଙ୍ଗାଗୁଡିକୁ ବାହାର କର ଏବଂ ସେଗୁଡିକୁ ଜଳାଇବା ପାଇଁ ସେଗୁଡିକୁ ବାନ୍ଧି ଏକ ବିଡା କର, କିନ୍ତୁ ଗହମ ଶସ୍ୟଗୁଡିକୁ ସଂଗ୍ରହ କରି ମୋହର ଅମାରରେ ଜମା କର" ଆପଣ ଏହାକୁ ଏକ ପରୋକ୍ଷ ଉଲ୍ଲେଖ ଭାବରେ ଅନୁବାଦ୍ କରିପାର: "ମୁଁ କଟାଳିମାନଙ୍କୁ ପ୍ରଥମେ ବାଳୁଙ୍ଗାଗୁଡିକୁ ସଂଗ୍ରହ କରି ଏବଂ ସେଗୁଡିକୁ ବିଡାଗୁଡିକ କରି ବାନ୍ଧି ଜଳାଇବା ପାଇଁ କହିବି, ତା'ପରେ ଗହମ ମୋ' ଅମାରରେ ସଂଗ୍ରହ କରି ରଖ" (ଦେଖନ୍ତୁ: ବାଚ୍ୟ ଉଲ୍ଲେଖ) #. ମୋ ଅମାରରେ ଅମାର ଏକ କୃଷି ଗୋଦାମ୍ ଅଟେ ଯାହା ଗହମ ଜମା କରିବା ପାଇଁ ବ୍ୟବହାର କରାଯାଏ