Door43-Catalog_or_tn/MAT/13/24.md

2.6 KiB

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. ଯୀଶୁ ସେମାନଙ୍କୁ ଅନ୍ୟ ଏକ ଉପମା କିମ୍ବା ଦୃଷ୍ଟାନ୍ତ କହିଲେ ଯୀଶୁ ଜନଗହଳିକୁ ଅନ୍ୟ ଏକ ଦୃଷ୍ଟାନ୍ତ କହିଲେ #. ସ୍ଵର୍ଗରାଜ୍ୟ ଏକ ମନୁଷ୍ୟ ପରି ୟେ ଅନୁବାଦ ସ୍ଵର୍ଗରାଜ୍ୟକୁ ମନୁଷ୍ୟ ସହିତ ସମାନ ବୋଲି ବିଚାର କରିବା ଉଚିତ୍ ନୁହେଁ, କିନ୍ତୁ ବରଂ ସ୍ଵର୍ଗରାଜ୍ୟ ଏକ ପରିସ୍ଥିତି ଅଟେ ଯାହା ଦୃଷ୍ଟାନ୍ତରେ ବର୍ଣ୍ଣିତ ହୋଇଅଛି (ଦେଖନ୍ତୁ UDB) #. ଉତ୍ତମ ବିହନ "ଉତ୍ତମ ଖାଇବା ବିହନ" କିମ୍ବା "ଉତ୍ତମ ଗହମ ବିହନ" ଶ୍ରୋତା ହୁଏତ ଚିନ୍ତା କରିପାରନ୍ତି ଯେ ଯୀଶୁ ଗହମ ବିଷୟରେ କଥା ହେଉଥିଲେ (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ତାହାଙ୍କ ଶତ୍ରୁଗଣ ଆସିଲେ "ତାହାର ଶତ୍ରୁଗଣ ବିଲକୁ ଆସିଲେ" #. ଅନାବନା ଗଛ ଏହାକୁ ଅନୁବାଦ କରାଯାଇପାରେ "ମନ୍ଦ ବିହନ" କିମ୍ବା "ଅନାବନା ବିହନ" ଏହି ଅନାବନା ଗଛ ଖାଇବା ଗଛ ପରି ଦେଖାଯାଏ ଯେତେବେଳେ ସେମାନେ ଯୁବକ ଥାଆନ୍ତି, କିନ୍ତୁ ବିହନ ବିଷାକ୍ତ ଅଟେ #. ଯେତେବେଳେ ପତ୍ର ବାହାରିଲା “ଯେତେବେଳେ ଗହମ ବିହନ ଗଜା ହେଲା” କିମ୍ବା ଯେତେବେଳେ ଗଛ ବଢିଲା” #. ସେମାନଙ୍କ ଫଳ ଆଣିଲେ “ଫଳ ଉତ୍ପନ୍ନ କଲା” କିମ୍ବା “ଗହମ ଶସ୍ୟ ଉତ୍ପନ୍ନ କଲା” #. ତାହା ପରେ ବାଳୁଙ୍ଗା ଗୁଡିକ ଦେଖାଦେଲା ବିକଳ୍ପ ଅନୁବାଦ:ତା’ପରେ ଲୋକମାନେ ଦେଖିପାରିଲେ ଯେ ବାଳୁଙ୍ଗାଗୁଡିକ ସେହି ବିଲରେ ଥିଲା