Door43-Catalog_or_tn/MAT/13/22.md

3.0 KiB

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ ଏଠାରେ ସେ ଉପମାକୁ ବର୍ଣ୍ଣନା କରୁଛନ୍ତି ଯାହା ସେ ୧୩:୮ ରେ କହିଥିଲେ #. ସେ ଯିଏ କଣ୍ଟାଗଛମାନଙ୍କ ମଧ୍ୟରେ ବୁଣିଅଛି.....ସେ ଯାହାକୁ ଉତ୍ତମ ଭୁଇଁରେ ବୁଣାଯାଇଅଛି ଯଦି ପ୍ରକୃତ ଅନୁବାଦ କୌଣସୀ ଅର୍ଥକୁ ବୁଝାଏ ନାହିଁ, ଏହାକୁ ଅନୁବାଦ କରିବାକୁ ଚେଷ୍ଟା କର ଯେପରି ପାଠକ ବୁଝିପାରିବ ଯେ ଯୀଶୁ ବୁଣାଳି ଅଟନ୍ତି, ବାକ୍ୟ ବିହନ ଅଟେ, ଏବଂ ଶ୍ରୋତା ରାସ୍ତା କଡରେ ଥିବା ମୃତ୍ତିକା ଅଟେ, ସମ୍ଭବତଃ ଅନୁବାଦ: “ଏହା ଏପରି ଅଟେ ଯାହା କଣ୍ଟାଗଛମାନଙ୍କ ମଧ୍ୟରେ ବୁଣାଯାଇଥିଲା....“ଏହା ଏପରି ଅଟେ ଯାହା ଉତ୍ତମ ଭୁଇଁରେ ବୁଣାଯାଇଥିଲା” (ଦେଖନ୍ତୁ: ବାକ୍ୟାଂଶ ଏବଂ ଶବ୍ଦଲୋପ) #. ବାକ୍ୟ "ସମ୍ବାଦ" #. #. ସାଂସାରିକ ଚିନ୍ତା ଏବଂ ଧନର ମାୟା ବାକ୍ୟକୁ ଚାପିନିଏ, ଏବଂ ସେ ନିଷ୍ଫଳ ହୋଇଥାଏ ଏହାକୁ ଏପରି ଅନୁବାଦ କରାଯାଇପାରେ “ଯେପରି ଅନାବନା ଗଛ ଭଲ ଗଛଗୁଡିକୁ ବୃଦ୍ଧି ହେବାରେ ନିବାରଣ କରିଥାଏ, #. ସାଂସାରିକ ଚିନ୍ତା ଏବଂ ଧନର ମାୟା ବ୍ୟକ୍ତିକୁ ଫଳଦାୟୀ ହେବାଠାରୁ ଦୁର କରିଥାଏ” (ଦେଖନ୍ତୁ:ରୁପକ) #. ସାଂସାରିକ ଚିନ୍ତା “ଜଗତର ବିଷୟଗୁଡିକ ଯେଉଁ ବିଷୟରେ ଲୋକମାନେ ଚିନ୍ତା କରନ୍ତି” #. ନିଷ୍ଫଳ ହେବା “ଅଫଳପ୍ରଦ ହେବା” #. ଏହା ସେ ଅଟେ ଯିଏ ସତ୍ୟରେ ଫଳ ଉତ୍ପନ୍ନ କରେ ଏବଂ ତାହା ଆଣିଥାଏ “ଏହିମାନେ ସେମାନେ ଅଟନ୍ତି ଯେଉଁମାନେ ଫଳଦାୟୀ ଏବଂ ଫଳପ୍ରଦ ହୁଅନ୍ତି” କିମ୍ବା “ଭଲ ଗଛଗୁଡିକ ପରି ଯାହା ଫଳ ଉତ୍ପନ୍ନ କରେ, ଏହି ଲୋକମାନେ ଫଳପ୍ରଦ ଅଟନ୍ତି” (ଦେଖନ୍ତୁ: ରୁପକ ଏବଂ ତୁଳନାତ୍ମକ ଭାବ)