Door43-Catalog_or_tn/MAT/13/20.md

1.9 KiB

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ ଏଠାରେ ସେ ଉପମାକୁ ବର୍ଣ୍ଣନା କରୁଛନ୍ତି ଯାହା ସେ ୧୩:୮ ରେ କହିଥିଲେ #. ସେ ଯିଏ ପଥୁରିଆ ଭୁଇଁରେ ବୁଣିଅଛି ଯଦି ପ୍ରକୃତ ଅନୁବାଦ କୌଣସୀ ଅର୍ଥକୁ ବୁଝାଏ ନାହିଁ, ଏହାକୁ ଅନୁବାଦ କରିବାକୁ ଚେଷ୍ଟା କର ଯେପରି ପାଠକ ବୁଝିପାରିବ ଯେ ଯୀଶୁ ବୁଣାଳି ଅଟନ୍ତି, ବାକ୍ୟ ବିହନ ଅଟେ, ଏବଂ ଶ୍ରୋତା ରାସ୍ତା କଡରେ ଥିବା ମୃତ୍ତିକା ଅଟେ, ସମ୍ଭବତଃ ଅନୁବାଦ: “ଏହା ଏପରି ଅଟେ ଯାହା ରାସ୍ତା କଡରେ ବୁଣାଯାଇଥିଲା” (ଦେଖନ୍ତୁ: ବାକ୍ୟାଂଶ ଏବଂ ଶବ୍ଦଲୋପ) #. ତାହାର କୌଣସୀ ମୁଳ ନାହିଁ “ତାହାର ଅଗଭୀର ମୁଳ ଅଛି” କିମ୍ବା “ସେ ଭଲ ଗଛର ମୁଳ ପାଇଁ କୌଣସୀ ସ୍ଥାନ ଦେବାକୁ ଅନୁମତି ଦିଏ ନାହିଁ” (ଦେଖନ୍ତୁ:ଅତ୍ୟୁକ୍ତି ଭାବ, ଏବଂ ଲକ୍ଷଣସୁଚକ ଶବ୍ଦ) #. ବାକ୍ୟ ଯୋଗୁଁ “ସମ୍ବାଦ ଯୋଗୁଁ” #. ସେ ହଠାତ୍ ପଡିଯାଏ “ହଠାତ୍ ସେ ପଡିଯାଏ” କିମ୍ବା “ହଠାତ୍ ସେ ତାହାର ବିଶ୍ଵାସକୁ ପରିତ୍ୟାଗ କରେ” (ଦେଖନ୍ତୁ:ବାକ୍ୟାଂଶ)