Door43-Catalog_or_tn/MAT/13/16.md

1.4 KiB

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ ତୁମ୍ଭମାନଙ୍କୁ....ତୁମ୍ଭେମାନେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହୁଛନ୍ତି #. ଯେହେତୁ ସ୍ବେମାନେ ଦେଖନ୍ତି "ଯେହେତୁ ସେମାନେ ଦେଖିପାରନ୍ତି" କିମ୍ବା "ଯେହେତୁ ସେମାନେ ଦେଖିବାକୁ ସକ୍ଷମ ଅଟନ୍ତି" #. ଯେହେତୁ ସେମାନେ ଶୁଣନ୍ତି “ଯେହେତୁ ସେମାନେ ଶୁଣିପାରିବେ” କିମ୍ବା “ଯେହେତୁ ସେମାନେ ଶୁଣିବାକୁ ସକ୍ଷମ ଅଟନ୍ତି” #. ବିଷୟଗୁଡିକ ଯାହାସବୁ ତୁମ୍ଭେମାନେ ଦେଖ “ବିଷୟଗୁଡିକ ଯାହାସବୁ ତୁମ୍ଭେମାନେ ମୋତେ କରିବାର ଦେଖିଅଛ” #. ବିଷୟଗୁଡିକ ଯାହାସବୁ ତୁମ୍ଭେମାନେ ଶୁଣିଅଛ “ବିଷୟଗୁଡିକ ଯାହାସବୁ ତୁମ୍ଭେମାନେ ମୋତେ କହିବାର ଦେଖିଅଛ”