Door43-Catalog_or_tn/MAT/13/15.md

2.5 KiB

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ ସେ ସେହି ଯିଶାଇୟଙ୍କ ଶବ୍ଦଗୁଡିକୁ ପୁନର୍ବାର ଜାରି ରଖନ୍ତି ଯାହା ୧୩:୧୪ ରେ ଅଛି #. ଲୋକମାନଙ୍କ ହୃଦୟ ମୋଟା ହୋଇଯାଇଅଛି "ଏହି ଲୋକମାନେ ଆଉ ଅଧିକ ଶିଖିପାରିବେ ନାହିଁ" (ଦେଖନ୍ତୁ :UDB) #. ସେମାନଙ୍କ କର୍ଣ୍ଣ ଅଧିକ ଭାରୀ ହୋଇଯାଇଛି "ସେମାନେ ଶୁଣିବାକୁ ଆଉ ଇଚ୍ଛା ରଖନ୍ତି ନାହିଁ" (ଦେଖନ୍ତୁ:UDB) #. ସେମାନଙ୍କ ଆଖିକୁ ସେମାନେ ବନ୍ଦ କରିଅଛନ୍ତି "ସେମାନେ ସେମାନଙ୍କ ଆଖିକୁ ବନ୍ଦ କରିଛନ୍ତି" କିମ୍ବା "ସେମାନେ ଦେଖିବାକୁ ନିବାରଣ କରନ୍ତି #. #. ନହେଲେ ସେମାନେ ହୁଏତ ସେମାନଙ୍କ ଆଖିକୁ ସେମାନଙ୍କ ଆଖି ଦ୍ଵାରା ବୁଝହିପାରିବେ, ସେମାନଙ୍କ କର୍ଣ୍ଣ ଦ୍ଵାରା ଶୁଣନ୍ତି, ହୃଦୟ ଦ୍ଵାରା ବୁଜହନ୍ତି, ଏବଂ ପୁନର୍ବାର ଫେରି ଆସିବା ଉଚିତ୍
“ଯେଉଁଦ୍ଵାରା ସେମାନେ ସେମାନଙ୍କ ଆଖିଦ୍ଵାରା ଦେଖିପାରିବେ ନାହିଁ, କାନ ଦ୍ଵାରା ଶୁଣିପାରିବେ ନାହିଁ, ହୃଦୟରେ ବୁଝିପାରିବେ ନାହିଁ, ଏବଂ ଯାହାର ଫଳ ସେମାନେ ମୁଖ ଫେରାଇବେ” #. ପୁନର୍ବାର ଫେରିବା “ପଛକୁ ଫେରିବା” କିମ୍ବା “ଅନୁତାପ କରିବା “ #. ଏବଂ ମୁଁ ସେମାନଙ୍କୁ ସୁସ୍ଥ କରିବି “ଏବଂ ସେମାନଙ୍କୁ ସୁସ୍ଥ କରିବାକୁ ମୁଁ ଥିବି” ବିକଳ୍ପ ଅନୁବାଦ: “ଏବଂ ସେମାନଙ୍କୁ ପୁନର୍ବାର ଦୃଷ୍ଟି ଦେବାପାଇଁ ମୁଁ ଥିବି” (ଦେଖନ୍ତୁ:ରୁପକ)