Door43-Catalog_or_tn/MAT/13/13.md

5.0 KiB

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. ମୁଁ ସେମାନଙ୍କୁ କଥା ହୋଇଅଛି "ସେମାନଙ୍କୁ" ସର୍ବନାମଟି ଏହି ଦୁଇଗୋଟି ପଦରେ ଥିବା ଜନଗହଳିକୁ ସୁଚାଏ #. ଯେହେତୁ ଯଦିଓ ସେମାନେ ଦେଖନ୍ତି, ସେମାନେ ପ୍ରକୃତରେ ଦେଖିପାରନ୍ତି ନାହିଁ, ଏବଂ ଯଦିଓ ସେମାନେ ଶୁଣନ୍ତି କିନ୍ତୁ ପ୍ରକୃତରେ ଶୁଣିପାରନ୍ତି ନାହିଁ ଯୀଶୁ ଏହି ସାଦୃଶ୍ୟ ଭାବକୁ ଶିଷ୍ୟମାନଙ୍କୁ କହିବା ପାଇଁ ଯେ ଗହଳି ବୁଝିବାକୁ ନିବାରଣ କରୁଛନ୍ତି (ଦେଖନ୍ତୁ: ସାଦୃଶ୍ୟ) #. ଯଦିଓ ସେମାନେ ଦେଖନ୍ତି, ପ୍ରକୃତରେ ସେମାନେ ଦେଖିପାରନ୍ତି ନାହିଁ "ଯଦିଓ ସେମାନେ ଦେଖନ୍ତି, ସେମାନେ ବୁଝିପାରନ୍ତି ନାହିଁ" ଯଦି କ୍ରିୟା ଏକ ବିଷୟକୁକୁ ଆବଶ୍ୟକ କରେ, ଏହାକୁ ଏପରି ଅନୁବାଦ କରାଯାଇପାରେ "ଯଦିଓ ସେମାନେ ବିଷୟଗୁଡିକ ଦେଖନ୍ତି, ସେମାନେ ସେଗୁଡିକୁ ବୁଝିପାରନ୍ତି ନାହିଁ" କିମ୍ବା ଯଦିଓ ସେମାନେ ବିଷୟଗୁଡିକ ଘଟିବାର ଦେଖନୀ, ସେମାନେ ତାହାର ଅର୍ଥ ବୁଝିପାରନ୍ତି ନାହିଁ" (ଦେଖନ୍ତୁ:କ୍ରିୟାଗୁଡିକ) #. ଯଦିଓ ସେମାନେ ଶୁଣନ୍ତି, ପ୍ରକୃତରେ ସେମାନେ ଶୁଣନ୍ତି ନାହିଁ, କୌଣସସୀ ପ୍ରକାରେ ବୁଝିପାରନ୍ତି ନାହିଁ “ଯଦିଓ ସେମାନେ ଶୁଣନ୍ତି, ସେମାନେ ବୁଝିପାରନ୍ତି ନାହିଁ” ଯଦି କ୍ରିୟା ଏକ ବିଷୟକୁକୁ ଆବଶ୍ୟକ କରେ, ଏହାକୁ ଏପରି ଅନୁବାଦ କରାଯାଇପାରେ "ଯଦିଓ ସେମାନେ ନିର୍ଦ୍ଦେଶକୁ ଶୁଣନ୍ତି,, ସେମାନେ ସତ୍ୟକୁ ବୁଝିପାରନ୍ତି ନାହିଁ” #. ଯେତେବେଳେ ଶୁଣିବା ସମୟରେ ତୁମ୍ଭେ ଶୁଣ, କିନ୍ତୁ କୌଣସସୀ ପ୍ରକାରେ ବୁଝିପାରିବ ନାହିଁ ; ଦେଖିବା ସମୟରେ ଯେତେବେଳେ ଦେଖା, କିନ୍ତୁ ତୁମ୍ଭେ ବୁଝିପାରିବ ନାହିଁ
ଏହା ଯିଶାଇୟ ଭାବବାଦୀଙ୍କ ସମୟରେ ଲୋକମାନଙ୍କ ବିଷୟରେ ଯିଶାଇୟ ଭାବବାଦୀଙ୍କଠାରୁ ଉଲ୍ଲେଖକୁ ଆରମ୍ଭ କରେ ଯୀଶୁ ଏହି ଉଲ୍ଲେଖକୁ ଜନଗହଳିକୁ ବୁଝାଇବା ପାଇଁ ବ୍ୟବହାର କରୁଛନ୍ତି ଯେଉଁମାନେ ତାହାଙ୍କ ଶୁଣୁଥିଲେ ଏହା ଅନ୍ୟ ଏକ ସାଦୃଶ୍ୟ ଅଟେ (ଦେଖନ୍ତୁ:ସାଦୃଶ୍ୟତା) #. ଯେତେବେଳେ ଶୁଣିବା ସମୟରେ ତୁମ୍ଭେ ଶୁଣ, କିନ୍ତୁ କୌଣସସୀ ପ୍ରକାରେ ବୁଝିପାରିବ ନାହିଁ ଏହା ଅନୁବାଦ କରାଯାଇପାରିବ “ତୁମ୍ଭେମାନେ ଶୁଣିବ, କିନ୍ତୁ ତୁମ୍ଭେମାନେ ବୁଝିପାରିବ ନାହିଁ” ଯଦି କ୍ରିୟା ଏକ ବିଷୟକୁ ଆବଶ୍ୟକ କରେ, ଏହାକୁ ଏପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ବିଷୟଗୁଡିକ ଶୁଣିବ, କିନ୍ତୁ ତୁମ୍ଭେମାନେ ସେଗୁଡିକୁ ବୁଝିପାରିବ ନାହିଁ” #. ; ଦେଖିବା ସମୟରେ ଯେତେବେଳେ ଦେଖା, କିନ୍ତୁ ତୁମ୍ଭେ ବୁଝିପାରିବ ନାହିଁ
“ତୁମ୍ଭେମାନେ ଦେଖିବ, କିନ୍ତୁ ତୁମ୍ଭେମାନେ ବୁଝିପାରିବ ନାହିଁ” ” ଯଦି କ୍ରିୟା ଏକ ବିଷୟକୁ ଆବଶ୍ୟକ କରେ, ଏହାକୁ ଏପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ଦେଖିବ, କିନ୍ତୁ ତୁମ୍ଭେମାନେ ସେଗୁଡିକୁବୁଝିପାରିବ ନାହିଁ”