Door43-Catalog_or_tn/MAT/13/10.md

3.3 KiB

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. ସେମାନଙ୍କୁ ଶିଷ୍ୟମାନଙ୍କୁ #. ସ୍ଵର୍ଗରାଜ୍ୟର ନିଗୁଡ ତତ୍ତ୍ଵ ବିଷୟଗୁଡିକୁ ଜାଣିବା ପାଇଁ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇନାହିଁ ଏହା କର୍ତୃବାଚ୍ୟ ପ୍ରକ୍ରିୟାରେ ଏବଂ ବ୍ୟବହାର ଯୁକ୍ତ ଆଭାସ ସୁଚନାରେ ଅନୁବାଦ କରାଯାଇପାରେ: “ଈଶ୍ଵର ତୁମ୍ଭମାନଙ୍କୁ ସ୍ଵର୍ଗରାଜ୍ୟର ତତ୍ତ୍ଵସମୁହକୁ ଜାଣିବା ପାଇଁ ସୁଯୋଗ ଦେଇଛନ୍ତ, କିନ୍ତୁ ଈଶ୍ଵର ଏହି ଲୋକମାନଙ୍କୁ ତାହା ଦେଇନାହାନ୍ତି” କିମ୍ବା “ଈଶ୍ଵର ସ୍ଵର୍ଗରାଜ୍ୟର ନିଗୁଡ ତତ୍ତ୍ଵଗୁଡିକୁ ଜାଣିବା ନିମନ୍ତେ ସକ୍ଷମ କରିଛନ୍ତି, କିନ୍ତୁ ସେ ଏହି ଲୋକମାନଙ୍କୁ ଦେଇନାହାନ୍ତି” (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ତୁମ୍ଭେମାନେ ଶିଷ୍ୟମାନେ #. ନିଗୁଦ ତତ୍ତ୍ଵଗୁଡିକ ସତ୍ୟଗୁଡିକ ଯାହା ରହସ୍ୟ ଥିଲା କିନ୍ତୁ ଯୀଶୁ ସୁଗୁଡିକୁ ପ୍ରକାଶ କରୁଛନ୍ତି ବିକଳ୍ପ ଅନୁବାଦ: “ରହସ୍ୟଗୁଡିକ” କିମ୍ବା “ଗୁପ୍ତ ସତ୍ୟ” (ଦେଖନ୍ତୁ:UDB) #. ଯାହାର ଥାଏ “ଯାହାର ଜ୍ଞାନ ଥାଏ” କିମ୍ବା “ଯିଏ ମୋର ଶିକ୍ଷାକୁ ଗ୍ରହଣ କରେ” #. ତାହାକୁ ଅଧିକ ଦିଆଯିବ ଏହାକୁ କର୍ତୃବାଚ୍ୟର ସହ ଅନୁବାଦ କରାଯାଇପାରିବ: “ଈଶ୍ଵର ତାହାକୁ ଅଧିକ ଜ୍ଞାନ ଦେବେ” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ତାହାର୍ ପ୍ରଚୁର ହେବ “ସେ ସ୍ପଷ୍ଟ ବୁଝିପାରିବ” #. ଯାହାର ନାହିଁ “ଯାହାର ଜ୍ଞାନ ନାହିଁ” କିମ୍ବା “ଯିଏ ମୋର ଶିକ୍ଷାକୁ ଗ୍ରହଣ କରେ ନାହିଁ” #. ତାହା ପାଖରୁ ସମସ୍ତ ନିଆଯିବ ଯାହାସବୁ ତାହା ପାଖରେ ଥିବ ଏହାକୁ କର୍ତୃବାଚ୍ୟର ସହ ଅନୁବାଦ କରାଯାଇପାରିବ: “ଈଶ୍ଵର ତା’ପାଖରୁ ଯାହା ସବୁ ତାହାର ଅଛି ସମସ୍ତ ନେଇଯିବେ” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)