Door43-Catalog_or_tn/MAT/13/07.md

1.7 KiB

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. କେତେକ କଣ୍ଟାଗଛଗୁଡିକ ମଧ୍ୟରେ ପଡିଲା "ସେଠାରେ ପଡିଲା ଯେଉଁଠାରେ କଣ୍ଟାଗଛଗୁଡିକ ମଧ୍ୟ ବଢିଥାଏ" #. ସେଗୁଡିକୁ ଚାପିପକାଇଲା "ନୁଆଁ ଉଦ୍ଭିଦଗୁଡିକୁ ଚାପିପକାଇଲା" ଅନାବନା ଗଛ ଅନ୍ୟ ଗଛଗୁଡିକୁ ବଢିବାରେ ନିବାରଣ କରିଥାଏ, ଏପରି ଏକ ସାଧାରଣ ଶବ୍ଦ ବ୍ୟବହାର କର #. ଫଳ ଫଳିଲା "ଶସ୍ୟ ଫଳିଲା" କିମ୍ବା "ଅଧିକ ଫଳ ଫଳିଲା" କିମ୍ବା "ଫଳ ଦେଲା" #. ଯାହାର କାନ ଅଛି, ସେ ଶୁଣୁ କେତେକ ଭାଷାରେ ଦ୍ଵିତୀୟ ବ୍ୟକ୍ତିକୁ ବ୍ୟବହାର କରିବୟ ପାଇଁ ଏହା ଅଧିକ ସ୍ଵାଭାବିକ ହେବ: "ତୁମ୍ଭେମାନେ ଯାହାର କାନ ଅଛି, ଶୁଣ" (ଦେଖନ୍ତୁ:ପ୍ରଥମ, ଦ୍ଵିତୀୟ କିମ୍ବା ତୃତୀୟ ବ୍ୟକ୍ତି) #. ସେ ଯାହାର କାନ ଅଛି “ଯାହାର କାନ ଅଛି” କିମ୍ବା “ଯେକେହି ମୋହର ଶୁଣେ” #. ସେ ଶୁଣୁ “ସେ ଭଲ ଭାବରେ ଶୁଣୁ” କିମ୍ବା “ସେ ଧ୍ୟାନ ଦେଉ ଯାହା ମୁଁ କହୁଅଛି”