Door43-Catalog_or_tn/MAT/13/03.md

2.3 KiB

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିଲେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ ଅନେକ ବିଷୟ କହିଲେ ''ଯୀଶୁ ସେମାନଙ୍କୁ ଅନେକ ବିଷୟ ଦୃଷ୍ଟାନ୍ତରେ କହିଲେ '' #. ସେମାନଙ୍କୁ
ଭିଡରେ ଲୋକମାନଙ୍କୁ #. ଆଉଦେଖ ବିକଳ୍ପ ଅନୁବାଦ: '' ଦେଖ'' କିମ୍ବା '' ଶୁଣ '' କିମ୍ବା '' ଯାହା ମୁଁ ତୁମ୍ଭମାନଙ୍କୁ କହିବାକୁ ଯାଉଅଛି ତାହା ଧ୍ୟାନ ଦିଅ '' #. ବୁନାଳୀ ବୁଣିବାକୁ ବାହାରିଲା "ଏକ କୃଷକ କିଛି ବୀଜଗୁଡିକୁ କ୍ଷେତରେ ବିକ୍ଷିପ୍ତ କରିବାକୁ ବାହାରିଲା" #. ଯେପରି ସେ ବୁଣିଲା "ଯେପରି ବୁଣାଲି ବୁଣିଲା" #. ରାସ୍ତା କଡରେ "ପଥରେ" କ୍ଷେତର ଆରପାରିରେ ଭୁଇଁ ହୋଇପାରେ ଲୋକମାନେ ଚାଲୁଥିବା ସ୍ଥାନରୁ ଅଧିକ ମଜଭୁତ୍ ହୋଇଥିବ #. ସେଗୁଡିକ ଖାଇଗଲେ "ସମସ୍ତ ବିହାନଗୁଡିକ ଖାଇଗଲେ" #. ପଥୁରିଆ ଭୁଇଁ ପ୍ରସ୍ତର ଉପରେ ଅଗଭୀର ମାଟି #. ସଙ୍ଗେ ସଙ୍ଗେ ସେଗୁଡିକ ଶୀଘ୍ର ଗଜା ହେଲା "ବିହନଗୁଡିକ ହଠାତ୍ ଗଜା ହେଲା ଏବଂ ବୃଦ୍ଧି ହେଲା" #. ସେଗୁଡିକ ଜଳିପୋଡିଗଲା “ସୁର୍ଯ୍ୟ ସେହି ଉଦ୍ଭିଦଗୁଡିକୁ ଜଳି ପୋଡାଇଲା ଏବଂ ସେଗୁଡିକ ଭୀଷଣ ଗରମ ହେଲା” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ସେଗୁଡିକ ଶୁଖିଗଲା “ଉଦ୍ଭିଦଗୁଡିକ ଶୁଖିଗଲା ଏବଂ ମରିଗଲା