Door43-Catalog_or_tn/MAT/12/46.md

820 B
Raw Permalink Blame History

ଯୀଶୁଙ୍କ ମାତ ଏବଂ ଭାଇର ଆସିବାର ତାହାଙ୍କ ନିମନ୍ତେ ଏକ ଆତ୍ମିକ ପରିବାର ବିଷୟରେ ବର୍ଣ୍ଣନା କରିବା ନିମନ୍ତେ ସୁଯୋଗ ଅଟେ #. ତାହାଙ୍କ ମାତା ଯୀଶୁଙ୍କ ଜାଗତିକ ମାତା #. ତାହାଙ୍କ ଭାଇମାନେ ଏହାର ଅର୍ଥ ୧) ଏକ ପରିବାରର କିମ୍ବା ବୃହତ୍ ପରିବାରରେ ଥିବା ଭାଇମାନେ (ଦେଖନ୍ତୁ:UDB) କିମ୍ବା )ଇସ୍ରାଏଲ ରେ ଥିବା ଅତି ଘନିଷ୍ଟ ବନ୍ଧୁମାନେ କିମ୍ବା ସଦସ୍ୟମାନେ #. ଖୋଜୁଅଛି "ଚାହୁଁଅଛି"