Door43-Catalog_or_tn/MAT/12/41.md

1.7 KiB

ଯୀଶୁ ଅବିଶ୍ଵାସ କରୁଥିବା ଶାସ୍ତ୍ରୀମାନଙ୍କୁ ଏବଂ ଫାରୁଶିୟମାନଙ୍କୁ ଉତ୍ସର୍ନା କରିବା ଅବିରତ ରଖନ୍ତି କାରଣ ସେମାନେ ଦାବି କରୁଥିଲେ ଯେ ସେ ଅନ୍ଧ, ଏବଂ ଭୁତଗ୍ରସ୍ଥକୁ ସୁସ୍ଥ କଲା ପରେ, ଏକ ଚିହ୍ନ ଦେଖାନ୍ତୁ #. ନିନୀବୀର ଲୋକମାନେ ଠିଆହେବେ....ଏହି ପିଢୀ ସହିତ.... ଏବଂ ଦୋଷୀ ସାବ୍ୟସ୍ତ କରିବେ ଏକାନ୍ତର ଅନୁବାଦ: “ନୀନିବୀର ଲୋକମାନେ ଏହି ପିଢୀକୁ ଦୋଷୀ କରିବେ....ଏବଂ ଈଶ୍ଵର ସେମାନଙ୍କ ଦୋଷାର୍ପଣକୁ ଶୁଣି ତୁମ୍ଭମାନଙ୍କୁ ଦଣ୍ଡ ଦେବେ” କିମ୍ବା ଈଶ୍ଵର ଉଭୟ ନୀନିବୀର ଲୋକମାନଙ୍କୁ.....ଏବଂ ଏହି ପିଢୀର ପାପକୁ ବିଚାର କରିବେ, କିନ୍ତୁ ସେମାନେ ଅନୁତାପ କରିଥିଲେ ଏବଂ ତୁମ୍ଭେମାନେ କରିନଥିଲ, ସେ କେବଳ ତୁମ୍ଭମାନଙ୍କୁ ବିଚାର କରିବେ” (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) #. ଏହି ପିଢୀ ଯୀଶୁ ପ୍ରଚାର କରୁଥିବା ସମୟରେ ଯେଉଁ ଲୋକମାନେ ରହୁଥିଲେ (ଦେଖନ୍ତୁ:ରୁପକ) #. କେହିଜଣେ ମହାନ୍ “କେହିଜଣେ ଅଧିକ ମହାନ୍”