Door43-Catalog_or_tn/MAT/12/38.md

1.5 KiB

ଯୀଶୁ ଅବିଶ୍ଵାସ କରୁଥିବା ଶାସ୍ତ୍ରୀମାନଙ୍କୁ ଏବଂ ଫାରୁଶିୟମାନଙ୍କୁ ଉତ୍ସର୍ନା କରୁଥିଲେ କାରଣ ସେମାନେ ଦାବି କରୁଥିଲେ ଯେ ସେ ଅନ୍ଧ, ଏବଂ ଭୁତଗ୍ରସ୍ଥକୁ ସୁସ୍ଥ କଲା ପରେ, ଏକ ଚିହ୍ନ ଦେଖାନ୍ତୁ #. ଇଚ୍ଛା "ଚାହିଁବ" #. ଦୁଷ୍ଟ ଏବଂ ବ୍ୟଭିଚାରୀ ବଂଶ ବର୍ତ୍ତମାନ ସମୟରେ ରହୁଥିବା ଲୋକମାନେ ମନ୍ଦକୁ ପ୍ରେମ କରନ୍ତି ଏବଂ ଈଶ୍ଵରଙ୍କ ନିକଟରେ ଅବିଶ୍ବସ୍ତ ଅଟନ୍ତି #. କୌଣସୀ ଚିହ୍ନ ଦିଆଯିବ ନାହିଁ "ଏହି ଦୁଷ୍ଟ ଏବଂ ବ୍ୟଭିଚାରୀ ପିଢୀକୁ କୌଣସୀ ଚିହ୍ନ ଦିଆଯିବ ନାହିଁ (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଯୁନସଙ୍କ ଚିହ୍ନ ଏହାକୁ ଏପରି ଅନୁବାଦ କରାଯାଇପାରେ "ଯୁନସକୁ କ'ଣ ଘଟିଲା" କିମ୍ବା "ଈଶ୍ଵର ଯେଉଁ ଆଶ୍ଚର୍ଯ୍ୟ କର୍ମ ଯୁନସପ୍ରତି କରିଥିଲେ" (ଦେଖନ୍ତୁ:ରୁପକ) #. ଭୁଗର୍ଭରେ ଭୌତିକ କବରରେ (ଦେଖନ୍ତୁ:ବାକ୍ୟାଂଶ)