Door43-Catalog_or_tn/MAT/12/33.md

2.1 KiB
Raw Permalink Blame History

ଏହା ଫାରୁଶିୟମାନଙ୍କ ବିବରଣୀକୁ ଅବିରତ ରଖେ ଯେଉଁମାନେ କହନ୍ତି ଯେ ଏହା ଶୟତାନର ଶକ୍ତି ଦ୍ଵାରା ଯାହା ଏହି ବ୍ୟକ୍ତିକୁ ସୁସ୍ଥ କଲା #. ବୃକ୍ଷକୁ ଭଲ କୁହ କିମ୍ବା ତାହାର ଫଳକୁ ଭଲ କୁହ, କିମ୍ବା ବୃକ୍ଷକୁ ମନ୍ଦ କର କିମ୍ବା ତାହାର ଫଳକୁ ମନ୍ଦ କୁହ “ନିର୍ଣ୍ଣୟ କର ଯେ ଫଳ ଭଲ ଅଟେ ଏବଂ ବୃକ୍ଷ ମଧ୍ୟ ଭଲ ଅଟେ, କିମ୍ବା ଫଳ ମନ୍ଦ ଅଟେ ଏବଂ ବୃକ୍ଷମଧ୍ୟ ମନ୍ଦ ଅଟେ” #. ଭଲ....ମନ୍ଦ ଏହାର ଅର୍ଥ ୧) “ସୁସ୍ଥ.. ଅସୁସ୍ଥ” କିମ୍ବା ) ଭକ୍ଷଣୀୟ......ଅଭକ୍ଷଣୀୟ” #. ଏକ ବୃକ୍ଷ ତାହାର ଫଳ ଦ୍ଵାରା ଜଣାପଡେ ଏହାର ଅର୍ଥ ୧) “ଲୋକମାନେ ଫଳ ଦେଖିବା ଦ୍ଵାରା ଜାଣନ୍ତି ଯେ ବୃକ୍ଷ ସୁସ୍ଥ ଅଟେ ନା ନାହିଁ” କିମ୍ବା )ଲୋକମାନେ ତାହାର ଫଳ ଦ୍ଵାରା ଜାଣନ୍ତି ଯେ ବୃକ୍ଷ କିପ୍ରକାର ଅଟେ” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ତୁମ୍ଭେମାନେ....ତୁମ୍ଭେମାନେ ଫାରୁଶିୟମାନେ #. ହୃଦୟର ପୁର୍ଣ୍ଣତାରୁ ମୁଖ କଥା କହେ “ଏକ ବ୍ୟକ୍ତି କେବଳ ସେହି କଥା କହେ ଯାହା ତାହାର ହୃଦୟରେ ଥାଏ” (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) #. ଉତ୍ତମ ଭଣ୍ଡାର....ମନ୍ଦ ଭଣ୍ଡାର “ଧାର୍ମିକ ଚିନ୍ତାଗୁଡିକ...ମନ୍ଦ ଚିନ୍ତାଗୁଡିକ” (ଦେଖନ୍ତୁ:ରୁପକ)