Door43-Catalog_or_tn/MAT/12/31.md

1.8 KiB

ଏହା ଫାରୁଶିୟମାନଙ୍କ ବିବରଣୀକୁ ଅବିରତ ରଖେ ଯେଉଁମାନେ କହନ୍ତି ଯେ ଏହା ଶୟତାନର ଶକ୍ତି ଦ୍ଵାରା ଯାହା ଏହି ବ୍ୟକ୍ତିକୁ ସୁସ୍ଥ କଲା #. ତୁମ୍ଭମାନକୁ ଫାରୁଶିୟମାନଙ୍କୁ #. #. ମନୁଷ୍ୟମାନଙ୍କ ପ୍ରତ୍ୟେକ ପାପ ଏବଂ ନିନ୍ଦାକୁ କ୍ଷମା କରାଯାଇପାରିବ “ମନୁଷ୍ୟ କରୁଥିବା ପ୍ରତ୍ୟେକ ପାପ ଏବଂ ନିନ୍ଦାକୁ ଈଶ୍ଵର କ୍ଷମା କରିବେ” କିମ୍ବା “ଈଶ୍ଵର ସମସ୍ତଙ୍କୁ କ୍ଷମା କରିବେ ଯେଉଁମାନେ ପାପ ଏବଂ ନିନ୍ଦା କରନ୍ତି” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକୁ କ୍ଷମା କରାଯାଇପାରିବ ନାହିଁ “ଈଶ୍ଵର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକୁ କ୍ଷମା କରିବେ ନାହିଁ” #. ଏବଂ ଯେକେହି ମନୁଷ୍ୟ ପୁତ୍ରର ବିରୁଦ୍ଧରେ କୌଣସସୀ କଥା କହନ୍ତି, ସେଗୁଡିକ ନିମନ୍ତେ ତାହାକୁ କ୍ଷମା ହେବ “ଈଶ୍ଵର ମନୁଷ୍ୟପୁତ୍ରର ବିରୁଦ୍ଧରେ କୁହାଯାଇଥିବା କୌଣସସୀ କଥାକୁ କ୍ଷମା କରିବେ” #. ଏହି ଜଗତ... ଯାହା ଆସିବାର ଅଛି ବିକଳ୍ପ ଅନୁବାଦ: “ଏହି ସମୟ.....ଯେଉଁ ସମୟ ଆସୁଅଛି”