Door43-Catalog_or_tn/MAT/12/26.md

1.1 KiB

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଲୋକାମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ “ଲୋକମାନେ ଦୀପକୁ ଜାଳନ୍ତି ନାହିଁ ।” #. ଦୀପ ଏହା ଏକ ଫିତା ଏବଂ ଜାଳିବା ନିମନ୍ତେ ଓଲିଭ୍ ତେଲ ସହ ଛୋଟ ଗିନା ଅଟେ । ଏକ ଗୁରୁତ୍ଵପୁର୍ଣ ବିଷୟ ଏହା ଅଟେ ଯେ ଏହା ଆଲୋକ ଦିଏ । #. ମାଣ ତଳେ ରଖନ୍ତି “ଦୀପକୁ ମାଣ ତଳେ ରଖିବା ।” ଏହା ଏକ କଥନ ଅଟେ, ଏହା ମୁର୍ଖତା ଅଟେ ଯେ ଦୀପକୁ ତିଆରି କରି ତାହାକୁ ଲୁଚାଇ ରଖିବା ଯେପରି ଲୋକମାନେ ଦୀପର ଆଲୋକକୁ ଦେଖିପାରିବେ ନାହିଁ ।"