Door43-Catalog_or_tn/MAT/12/19.md

1.5 KiB

ଏହି ବିବରଣୀ କୁହେ ଯେ କିପରି ଯୀଶୁଙ୍କ କାର୍ଯ୍ୟଗୁଡିକ ଯିଶାଇୟ ଭାବବାଣୀମାନଙ୍କ ମଧ୍ୟରୁ ଗୋଟିଏ ଭାବବାଣୀ ସମ୍ପୁର୍ଣ୍ଣ କଲା ଏହି ଶବ୍ଦଗୁଡିକ ଈଶ୍ଵରଙ୍କ ବାକ୍ୟ ଅଟେ ଯାହା ଯିଶାଇୟ ଭାବବାଦୀ ଲେଖିଥିଲେ #. ସେ.. ତାହାର "ଦାସ" ୧୨:୧୮ #. ଛେଚା ନଳ ଭାଙ୍ଗିବେ ନାହିଁ "ସେ ଦୁର୍ବଳ ଲୋକମାନଙ୍କୁ ଆଘାତ କରିବେ ନାହିଁ" (ଦେଖନ୍ତୁ: ରୁପକ) #. ଭାଙ୍ଗିଲେ "ଅର୍ଦ୍ଧ ଭାଙ୍ଗିଲା କିମ୍ବା ନଷ୍ଟ ହୋଇଥିବା" #. ସଧୁମ ସଳିତା ଲିଭିଯାଇଥିଲା ପରେ ଏକ ବତୀର ଫିତା, ଦୁର୍ବଳ କିମ୍ବା ସାହାଯ୍ୟହୀନ ଲୋକମାନଙ୍କୁ ସୁଚାଏ (ଦେଖନ୍ତୁ:ରୁପକ) #. ପର୍ଯ୍ୟନ୍ତ ଏହା ଏକ ନୁତନ ବାକ୍ୟ ଦ୍ଵାରା ଅନୁବାଦ କରାଯାଇପାରେ: "ଏହା ଯାହା ନ ହେବା ପର୍ଯ୍ୟନ୍ତ ସେ କରିବେ" #. ସେ ବିଜୟ ନିମନ୍ତେ ନ୍ୟାୟବିଚାରକୁ ପଠାଇବେ "ସେ ଲୋକମାନଙ୍କୁ ହୃଦବୋଧ କରିଲେ ଯେ ମୁଁ ଯଥାର୍ଥ ଅଟେ"