Door43-Catalog_or_tn/MAT/12/05.md

1.5 KiB

ଯୀଶୁ ଶିଷ୍ୟମାନଙ୍କୁ ପ୍ରତିରକ୍ଷା କରନ୍ତି ଯେତେବେଳେ ଫାରୁଶିୟମାନେ ସେମାନଙ୍କୁ ତ୍ରୁଟି ଦେଖାଇ କହିଲେ ଯେ ସେମାନଙ୍କ ଭୋକକୁ ମେଣ୍ଟାଇବା ପାଇଁ ବିଶ୍ରାମ ଦିନରେ ଶସ୍ୟର ଶୀଷାଁ ଛିଣ୍ଡାଇ ଖାଇବାକୁ ଲାଗିଲେ #. ତୁମ୍ଭେମାନେ.....ତୁମ୍ଭେମାନେ ଫାରୁଶିୟମାନେ #. କଅଣ ତୁମ୍ଭେମାନେ ବ୍ୟବସ୍ଥାରେ ପାଠ କରିନାହଁ "ତୁମ୍ଭେମାନେ ବ୍ୟବସ୍ଥାକୁ ପାଠ କରିଅଛ, ତେବେ ତୁମ୍ଭେମାନେ ଜାଣିଅଛ ଯାହା ଏହା କୁହେ" (ଦେଖନ୍ତୁପ୍ରଭାବିତ ପ୍ରଶ୍ନ) #. ବିଶ୍ରାମଦିନକୁ ଅପବିତ୍ର କରିବା "ବିଶ୍ରାମ ଦିନରେ କରିବା ଯାହା ସେମାନେ ସେହି ଦିନରେ କରିବା ଉଚିତ୍ ନୁହେଁ #. ନିର୍ଦ୍ଦୋଶ ଅଟନ୍ତି "ଈଶ୍ଵର ସେମାନଙ୍କୁ ଦଣ୍ଡଦେବେ ନାହିଁ" #. ମନ୍ଦିର ଅପେକ୍ଷା ମହତ୍ ଅଟେ “ଜଣେ ଯିଏ ମନ୍ଦିରଠାରୁ ଅଧିକ ମହତ୍ ଅଟେ” ଯୀଶୁ ଆପଣାକୁ ଜଣେ ମହାନ ବୋଲି ସୁଚିତ କରୁଥିଲେ