Door43-Catalog_or_tn/MAT/11/28.md

1.5 KiB

ଯୀଶୁ ଜନଗହଳି ସହିତ କଥା ହେବାର ସମାପ୍ତ କରନ୍ତି #. ଯେଉଁମାନେ ପରିଶ୍ରାନ୍ତ ଏବଂ ଭାରଗ୍ରସ୍ତ ଏହି ରୁପକ ଯିହୁଦୀ ବ୍ୟବସ୍ଥାରେ "ଜୁଆଳି" କୁ ସୁଚାଏ (ଦେଖନ୍ତୁ:ରୁପକ) #. ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି "ମୁଁ ତୁମ୍ଭମାନଙ୍କ ପରିଶ୍ରମ ଏବଂ ଭାରରୁ ବିଶ୍ରାମ ନେବାକୁ ଅନୁମତି ଦେବି" (ଦେଖାନୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ମୋହର ଜୁଆଳି ତୁମ୍ଭେ ବହନ କର "ତୁମ୍ଭେ" ସର୍ବନାମ ଏହି ପଦରେ "ସମସ୍ତେ ଯେଉଁମାନେ ପରିଶ୍ରାନ୍ତ ଏବଂ ଭାରଗ୍ରସ୍ତ ଅଟନ୍ତି" କୁ ସୁଚାଏ ଏହି ରୁପକର ଅର୍ଥ "ସେହି କାର୍ଯ୍ୟକୁ ଗ୍ରହଣ କର ଯାହା ମୁଁ ତୁମ୍ଭମାନଙ୍କୁ ଦେଇଅଛି" (ଦେଖନ୍ତୁ:UDB) କିମ୍ବା "ମୋ ସହିତ ଏକାଠି କାର୍ଯ୍ୟ କର" (ଦେଖନ୍ତୁ:ରୁପକ) #. ମୋହର ଜୁଆଳି ସହଜ ଅଟେ "ସହଜ" ଶବ୍ଦଟି ଏଠାରେ "ଭାରୀ" ର ବିପରିତ ଅଟେ, ଅନ୍ଧକାରର ବିପରୀତ ନୁହେଁ