Door43-Catalog_or_tn/MAT/11/20.md

5.1 KiB

ଯୀଶୁ ନଗରର ଲୋକମାନଙ୍କ ବିରୁଦ୍ଧରେ କଥା କହିବା ଆରମ୍ଭ କରନ୍ତି ଯେଉଁଠାରେ ସେ ପୁର୍ବରେ ଆଶ୍ଚର୍ଯ୍ୟ କର୍ମ କରିଥିଲେ #. ନଗରକୁ ଉତ୍ସର୍ଣ କରୁଥିଲେ ଯୀଶୁ ଏଠାରେ ଲକ୍ଷଣସୁଚକ ଭାବରେ ବ୍ୟବହାର କରୁଛନ୍ତି, ଭୁଲ୍ କରୁଥିବା ଏହି ନଗରର ଲୋକମାନଙ୍କୁ ଉସର୍ନା କରୁଥିଲେ (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) #. ନଗରଗୁଡିକ "ସହରଗୁଡିକ" #. ଯେଉଁଠାରେ ପ୍ରାୟ ସମସ୍ତ ମହାନ କାର୍ଯ୍ୟଗୁଡିକ କରାଗଲା ଏହା କର୍ତୃବାଚ୍ୟ କ୍ରିୟା ସହ ଅନୁବାଦ କରାଯାଇଅଛି: "ଯେଉଁଠାରେ ସେ ପ୍ରାୟ ତାହାଙ୍କ ମହାନ କାର୍ଯ୍ୟଗୁଡିକ କରୁଥିଲେ" (ଦେଖନ୍ତୁ:କର୍ରୁବାଚ୍ୟ କିମ୍ବା କର୍ମବାଚ୍ୟ) #. ମହାନ୍ କାର୍ଯ୍ୟଗୁଡିକ ଏହା "ମହାନ୍ କାର୍ଯ୍ୟଗୁଡିକ" କିମ୍ବା "ଶକ୍ତିର କାର୍ଯ୍ୟଗୁଡିକ" କିମ୍ବା "ଆଶ୍ଚର୍ଯ୍ୟକର୍ମଗୁଡିକ" ଭାବରେ ଅନୁବାଦ କରାଯାଇପାରେ (UDB) #. ଯେହେତୁ ସେମାନେ ଅନୁତାପ କରିନଥିଲେ "ସେମାନେ" ସର୍ବନାମଟି ନଗରର ଲୋକମାନଙ୍କୁ ସୁଚାଏ ଯେଉଁମାନେ ଅନୁତାପ କରି ନ ଥିଲେ #. ତୁମ୍ଭକୁ ହାୟ, କୋରାଜିନ୍! ତୁମ୍ଭକୁ ହାୟ, ବେଥସାଇଦା! ଯୀଶୁ କହନ୍ତି ଯେ କୋରାଜିନ୍ ଏବଂ ବେଥସାଇଦାର ଲୋକମାନେ ସେଠାରେ ଥାଇ ସୁଣୁଥିଲେ ତାହାଙ୍କ ଶୁଣୁଥିଲେ, କିନ୍ତୁ ସେମାନେ ନ ଥିଲେ (ଦେଖନ୍ତୁ:ବତ୍କୃତା) #. କୋରାଜିନ୍...ବେଥସାଇଦା...ସୋର.....ସିଦୋନ ଏହି ନଗରଗୁଡିକର ନାମଗୁଡିକ ସେହି ନଗରରେ ରହୁଥିବା ଲୋକମାନଙ୍କ ନିମନ୍ତେ ଲକ୍ଷଣସୁଚକ ଭାବ ଭାବରେ ବ୍ୟବହୃତ ହୋଇଅଛି (ଦେଖନ୍ତୁ:ଲକ୍ଷଣସୁଚକ ଭାବ) #. ଯଦି ସୋର ଏବଂ ସିଦୋନରେ ଆଶ୍ଚର୍ଯ୍ୟ କର୍ମ କରାଯାଇଥାଆନ୍ତାଯାହା ତୁମ୍ଭମାନଙ୍କଠାରେ କରାଗଲା ଏହା କର୍ତୃବାଚ୍ୟ ସହ ଅନୁବାଦ କରାଯାଇପାରେ: “ଯଦି ମୁଁ ମହାନ୍ କାର୍ଯ୍ୟ ଗୁଡିକ ସୋର ଏବଂ ସିଦୋନରେ କରିଥାନ୍ତି ଯାହା ତୁମ୍ଭମାନଙ୍କଠାରେ କଲି” (ଦେଖନ୍ତୁ:କର୍ତୃବାଚ୍ୟ ଏବଂ କର୍ମବାଚ୍ୟ) #. ତୁମ୍ଭମାନଙ୍କୁ ଏବଂ ଯାହା ତୁମ୍ଭମାନଙ୍କଠାରେ କରାଗଲା ହାୟ “ତୁମ୍ଭମାନ” ସର୍ବନାମଟି ଏଠାରେ ଏକବଚନ ଅଟେ #. ସେମାନେ ଦୀର୍ଘ ସମୟ ପୁର୍ବରୁ ଅନୁତାପ କରିଥାଆନ୍ତେ “ସେମାନେ” ସର୍ବନାମଟି ସୋର ଏବଂ ସିଦୋନର ଲୋକମାନଙ୍କୁ ସୁଚାଏ #. ଅନୁତାପ କଲେ “ଦେଖାଇଲେ ସେମାନେ ସେମାନଙ୍କ ପାପ ନିମନ୍ତେ ଦୁଃଖିତ ଥିଲେ” #. ବିଚାର ଦିନରେ ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଏବଂ ସିଦୋନର ଦଶା ଅଧିକ ସହନୀୟ ହେବ “ଈଶ୍ଵର ସୋର ଏବଂ ସିଦୋନକୁ ବିଚାର ଦିନରେ ତୁମ୍ଭମାନଙ୍କ ଠାରୁ ଅଧିକ ସହନୀୟ ହେବ” କିମ୍ବା “ଈଶ୍ଵର ବିଚାର ଦିନରେ ସୋର ଏବଂ ସିଦୋନ ଠାରୁ ଅଧିକ ତୁମ୍ଭମାନଙ୍କୁ ଅତି ଦଣ୍ଡ ଦେବେ” (ଦେଖନ୍ତୁ: UDB) ନିହିତ ସୁଚନା ଏହା “ଯେହେତୁ ତୁମ୍ଭେମାନେ ମୋ ଠାରେ ଅନୁତାପ କଲ ନାହିଁ ଏବଂ ଅନୁତାପ କଲେ ନାହିଁ, ଯଦିଓ ତୁମ୍ଭେମାନେ ମୋତେ ଆଶ୍ଚର୍ଯ୍ୟ କରିବାର ଦେଖିଅଛ” (ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ତୁମ୍ଭମାନଙ୍କ ଠାରୁ “ତୁମ୍ଭମାନଙ୍କ” ସର୍ବନାମଟି ଏକବଚନ ଅଟେ ଏବଂ କୋରାଜିନ୍ କିମ୍ବା ବେଥସାଇଦାକୁ ସୁଚାଏ