Door43-Catalog_or_tn/MAT/11/13.md

2.0 KiB

ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କଥାକହିବାକ୍ରମାଗତ ରହିଛି #. ବ୍ୟବସ୍ଥା "ମୋଶାଙ୍କ ବ୍ୟବସ୍ଥା" #. ଯୋହନ "ବାପ୍ତିଜକ ଯୋହନ" #. ଏବଂ ଯଦି ତୁମ୍ଭେ "ତୁମ୍ଭେ" ସର୍ବନାମଗହଳିରେ ଥିବା ଲୋକମାନଙ୍କୁ ସୁଚାଏ #. ଥିବା ଏଲିୟ ଭାବବାଣୀକୁ ଅନୁରୁପ କରନ୍ତି "ଏହା" ଶବ୍ଦଟି ବାପ୍ତିଜକ ଯୋହନଙ୍କୁ" ସୁଚାଏ ଏହି ବାକ୍ୟାଂଶ ଲକ୍ଷଣସୁଚକ ଶବ୍ଦ ଏହା କୁହେ ଯେ ବାପ୍ତିଜକ ଯୋହନ ପୁରାତନ ନିୟମରେ ଏଲୀୟଙ୍କୁ ପ୍ରତିନଧି କରେ କିନ୍ତୁ ଏହା କୁହେ ନାହିଁ ଯେ ବାପ୍ତିଜକ ଯୋହନ ପ୍ରକୃତରେ ଏଲୀୟ ଥିଲେ (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) #. ଯାହାର ଶୁଣିବା ପାଇଁ କର୍ଣ୍ଣ ଅଛି ସେ ଶୁଣୁ କେତେକ ଭାଷାରେ ଦ୍ଵିତୀୟ ବ୍ୟକ୍ତିର ବ୍ୟବହାର କରିବା ପାଇଁ ଅଧିକ ସ୍ଵାଭାବିକ ଅଟେ: "ତୁମ୍ଭମାନଙ୍କର ଯାହାର କର୍ଣ୍ଣ ଅଛି, ଶୁଣ" (ଦେଖନ୍ତୁ:ପ୍ରଥମ, ଦ୍ଵିତୀୟ କିମ୍ବା ତୃତୀୟ ବ୍ୟକ୍ତି) #.ସେ ଯାହାର ଶୁଣିବା ପାଇଁ କର୍ଣ୍ଣ ଅଛି "ଯେକେହି ଶୁଣିପାରେ" କିମ୍ବା "ଯେକେହି ମୋହର ଶୁଣେ" #. ସେ ଶୁଣୁ "ସେ ଭଲ ଭାବରେ ଶୁଣୁ" କିମ୍ବା "ମୁଁ ଯାହା କହୁଅଛି ସେ ଧ୍ୟାନର ସହିତ ଶୁଣୁ"