Door43-Catalog_or_tn/MAT/11/01.md

3.0 KiB

ଏହି ଭାଗ ଯୀଶୁ କିପରି ବାପ୍ତିଜକ ଯୋହନଙ୍କୁ ପ୍ରତିଉତ୍ତର ଦେଲା ସେହି ବିଷୟରେ କାହାଣୀର ଆରମ୍ଭ ଅଟେ #. ଏହିପରି ହେଲା ଯେ ଏହି ବାକ୍ୟାଂଶଟି ବିବରଣୀର ଆରମ୍ଭକୁ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଅଛି #. ଯଦି ଆପଣଙ୍କ ଭାଷାରେ ଏକ ବିବରଣୀର ଆରମ୍ଭ କରିବାର ଉପାୟ ଥାଏ, ଆପଣମାନେ ତାହା କରିପାରନ୍ତି ଏହା ଏପରି ଅନୁବାଦ ହୋଇପାରେ "ତା'ପରେ କିମ୍ବା "ତାହା ପରେ" #. ନିର୍ଦ୍ଦେଶ ଦେବା ଏହି ଶବ୍ଦକୁ ଏପରି ଅନୁବାଦ କରାଯାଇପାରେ "ଶିଖାଦେଉଅଛନ୍ତି" କିମ୍ବା "ଆଜ୍ଞା ଦେଉଅଛନ୍ତି" #.ତାହାଙ୍କ ବାର ଶିଷ୍ୟମାନେ ଏହା ଯୀଶୁ ମନୋନୀତ କରିଥିବା ବାରଜଣ ଶିଷ୍ୟମାନଙ୍କୁ ସୁଚାଯାଏ #. ବର୍ତ୍ତମାନ "ସେହି ସମୟରେ" ଏହାକୁ ମଧ୍ୟ ବାଦ୍ ଦିଆଯାଇପାରିବ #. ବିଷୟରେ ଯେତେବେଳେ କାରାଗାରରେ ଥିବା ଯୋହନ ଶୁଣିଲେ ବିକଳ୍ପ ଅନୁବାଦ: "ଯେତେବେଳେ ଯୋହନ, ଯିଏ କାରାଗାରରେ ଥିଲେ, ବିଷୟରେ ଶୁଣିଲେ" କିମ୍ବା ଯେତେବେଳେ କେହିଜଣେ ସେହି ଯୋହନଙ୍କୁ ବିଷୟରେ କହିଲେ, ଯିଏ କାରାଗାରରେ ଥିଲେ" #. ସେ ତାହାଙ୍କ ଶିଷ୍ୟମାନଙ୍କ ଦ୍ଵାରା ସମ୍ବାଦ ପଠାଇଲେ ବାପ୍ତିଜକ ଯୋହନ ଆପଣା ଶିଷ୍ୟମାନଙ୍କ ଦ୍ଵାରା ଯୀଶୁଙ୍କ ନିକଟକୁ ସମ୍ବାଦ ପଠାଇଲେ #. ଏବଂ ତାହାଙ୍କୁ କହିଲେ "ତାହାଙ୍କୁ"ସର୍ବନାମ ଯୀଶୁଙ୍କୁ ସୁଚାଏ #. ଆଗମନ କରୁଥିବା ବ୍ୟକ୍ତି ତୁମ୍ଭେ ଅଟ କି “ଆସନ୍ତା ଜଣେ” କିମ୍ବା “ଜଣେ ଯାହାକୁ ଆସିବା ପାଇଁ ଆମ୍ଭେ ଅପେକ୍ଷା କରୁଅଛୁ,” ଏହା ଖ୍ରୀଷ୍ଟଙ୍କ ନିମନ୍ତେ ବର୍ଣ୍ଣିତ ଭାବ ଅଟେ (“ଖ୍ରୀଷ୍ଟ,” UDB) #. ଆମ୍ଭେମାନେ ଅପେକ୍ଷା କରିବା ଉଚିତ୍ “ଆମ୍ଭେମାନେ ଆଶା କରିବା ଉଚିତ୍” “ଆମ୍ଭେମାନେ” ସର୍ବନାମ ସମସ୍ତ ଯିହୁଦୀମାନଙ୍କୁ ସୁଚାଏ, କେବଳ ଯୋହନଙ୍କ ଶିଷ୍ୟମାନଙ୍କୁ ନୁହେଁ ।