Door43-Catalog_or_tn/MAT/10/40.md

1.3 KiB

ଯୀଶୁ ତାହାଙ୍କ ପ୍ରେରିତମାନଙ୍କୁ ବର୍ଣ୍ଣନା କରିବାକୁ ଆରମ୍ଭ କରନ୍ତି ଯେ ଯେତେବେଳେ ସେମାନେ ଯିବେ ଯେଉଁମାନେ ସେମାନଙ୍କୁ ସାହାଯ୍ୟ କରନ୍ତି ସେହି ଲୋକମାନଙ୍କୁ ସେ ପୁରସ୍କୃତ କରିବେ । #. ସେ ଯିଏ ଏହାକୁ ମଧ୍ୟ ଅନୁବାଦ କରାଯାଇପାରିବ "ଯେକେହି" କିମ୍ବା "କେହିହେଲେ ଯିଏ" କିମ୍ବା "ଜଣେ ଯିଏ" (ଦେଖନ୍ତୁ: UDB) #. ସ୍ଵାଗତ କରେ ଏହା ସେହି ସମାନ ଶବ୍ଦ ଅଟେ ଯେପରି ୧୦:୧୪ରେ "ଗ୍ରହଣ କରିବା" ଅଛି ଏବଂ ଏହାର ଅର୍ଥ "ଅତିଥି ଭାବରେ ଗ୍ରହଣ କରିବା" #. ତୁମ୍ଭେମାନେ "ତୁମ୍ଭେମାନେ" ସର୍ବନାମ ବାରଜଣ ଶିଷ୍ୟମାନଙ୍କୁ ସୁଚାଏ ଯାହା ସହିତ ଯୀଶୁ କଥା ହେଉଛନ୍ତି #. ସ୍ଵାଗତ କରେ ଯିଏ ମୋତେ ପଠାଇଅଛନ୍ତି "ଈଶ୍ଵରଙ୍କୁ ଗ୍ରହଣ କରେ ଯିଏ ମୋତେ ପଠାଇଅଛନ୍ତି"