Door43-Catalog_or_tn/MAT/10/37.md

5.2 KiB

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ଯିଏ ପ୍ରେମ କରେ..... ଯୋଗ୍ୟ ନୁହେଁ ବିକଳ୍ପ ଅନୁବାଦ: "ସେମାନେ ଯେଉଁମାନେ ପ୍ରେମ କରନ୍ତି.... ଯୋଗ୍ୟ ନୁହନ୍ତି" କିମ୍ବା "ଯଦି ତୁମ୍ଭେ ପ୍ରେମ କର.... ତୁମ୍ଭେ ଯୋଗ୍ୟ ନୁହଁ" #. ସେ ଯିଏ ଏହାକୁ ଏପରି ଅନୁବାଦ କରାଯାଇପାରେ "ଯେକେହି" କିମ୍ବା "ଜଣେ ଯିଏ" କିମ୍ବା "ଯେକେହି ଯିଏ" କିମ୍ବା "ଲୋକମାନେ ଯେଉଁମାନେ" (ଦେଖନ୍ତୁ:UDB) #. ପ୍ରେମ କରିବା "ପ୍ରେମ" ଶବ୍ଦଟି "ଭାତ୍ରୁପ୍ରେମକୁ" ସୁଚାଏ କିମ୍ବା "ବନ୍ଧୁ ପ୍ରେମ"କୁ ସୁଚାଏ ଏହାକୁ ମଧ୍ୟ ଏପରି ଅନୁବାଦ କରାଯାଇପାରିବ "ଯତ୍ନ ନେବା" କିମ୍ବା "ଧ୍ୟାନ ଦେବା" କିମ୍ବା "ଆସକ୍ତ ହେବା" କୁ ସୁଚାଏ #. ମୋହର ଯୋଗ୍ୟ ନୁହେଁ ଏହାକୁ ଏପରି ଅନୁବାଦ କରାଯାଇପାରେ “ମୋର ହେବା ନିମନ୍ତେ ଯୋଗ୍ୟ ନୁହେଁ” କିମ୍ବା “ମୋହର ଶିଷ୍ୟ ହେବା ନିମନ୍ତେ ଯୋଗ୍ୟ ନୁହେଁ” କିମ୍ବା “ମୋହର ହେବା ନିମନ୍ତେ ଯୋଗ୍ୟ ନୁହେଁ” (ଦେଖନ୍ତୁ UDB) #. ସେ ଯିଏ ଉଠାଏ ନାହିଁ.....ନୁହେଁ ଏକାନ୍ତର ଅନୁବାଦ: “ସେମାନେ ଯେଉଁମାନେ ଉଠାନ୍ତି ନାହିଁ.... ନୁହେଁ” କିମ୍ବା “ଯଦି ତୁମ୍ଭେମାନେ ଉଠାଅ ନାହିଁ..... ତୁମ୍ଭେମାନେ ନୁହଁ” କିମ୍ବା “ଯେପର୍ଯ୍ୟନ୍ତ ତୁମ୍ଭେମାନେ ଉଠାଅ ନାହିଁ...... ତୁମ୍ଭେମାନେ ନୁହଁ” #. ଉଠାଅ...କ୍ରୁଶ ଏବଂ ଅନୁଗମନ କରିବା ଏହା ମୃତ୍ୟୁବରଣ କରିବା ନିମନ୍ତେ ଇଚ୍ଛା କରିବାର ଏକ ରୁପକ ଅଟେ ଆପଣ ଏକ ବସ୍ତୁକୁ ଉଠାଇବା ଏବଂ ଅନ୍ୟ ବ୍ୟକ୍ତିଙ୍କ ପଛରେ ଗମନ କରିବାର ନିୟମିତ ଶବ୍ଦଗୁଡିକ ଆପଣ ବ୍ୟବହାର କରିବା ଉଚିତ୍ (ଦେଖନ୍ତୁ:ରୁପକ) #. ଉଠାଇବା “ବହନ କରିବା” କିମ୍ବା “ଉଠାଇବା ଏବଂ ବହନ କରିବା” #. ସେ ଯିଏ ଖୋଜେ....ହରାଇବ....ସେ ଯିଏ ହରାଇବ...ପାଇବ ଏହି ଶବ୍ଦଗୁଡିକ ସମ୍ଭବତଃ ଅଳ୍ପ ଶବ୍ଦଗୁଡିକରେ ଅନୁବାଦ କରିବା ଉଚିତ୍ ବିକଳ୍ପ ଅନୁବାଦ: “ସେମାନେ ଯେଉଁମାନେ ପାଇବେ....ହରାଇବେ......ସେମାନେ ଯେଉଁମାନେ ହରାଇବେ...ପାଇବେ” କିମ୍ବା ଯଦି ତୁମ୍ଭେମାନେ ପାଇବ....ତୁମ୍ଭେମାନେ ହରାଇବ.....ଯଦି ତୁମ୍ଭେମାନେ ହରାଇବ......ତୁମ୍ଭେମାନେ ପାଇବ” #. ପାଇବ ଏହା “ରଖିବା” କିମ୍ବା “ରକ୍ଷା କରିବା” ଶବ୍ଦ ନିମନ୍ତେ ଲକ୍ଷଣସୁଚକ ଶବ୍ଦ ଅଟେ । ବିକଳ୍ପ ଅନୁବାଦ: “ପାଇବାକୁ ଚେଷ୍ଟା କରେ” କିମ୍ବା “ରକ୍ଷା କରିବାକୁ ଚେଷ୍ଟା କରେ” (ଦେଖନ୍ତୁ: ଲକ୍ଷଣସୁଚକ ଶବ୍ଦ) #. ତାହା ହରାଇବ ଏହାର ଅର୍ଥ ନୁହେଁ ଯେ ବ୍ୟକ୍ତିଟି ମରିବ “ସତ୍ୟ ଜୀବନ ପାଇବ” ନିମନ୍ତେ ଏହା ଏକ ରୁପକ ଅଟେ #. ହରାଇବ ବିକଳ୍ପ ଅନୁବାଦ: “ପରିତ୍ୟାଗ କରିବା” କିମ୍ବା “ପରିତ୍ୟାଗ କରିବାକୁ ଇଚ୍ଛା କରିବା” #. ମୋହର ନିମନ୍ତେ “ଯେହେତୁ ସେ ମୋତେ ବିଶ୍ଵାସ କରେ” (UDB) କିମ୍ବା “ମୋହର କାରଣ ହେତୁ” କିମ୍ବା “ମୋହର ନିମନ୍ତେ” ଏହି ସମାନ ବିଚାର “ମୋହର ନିମନ୍ତେ” ଯେପରି “୧୦:୧୮ରେ ଅଛି #. ତାହା ପାଇବ ଏହି ରୁପକର ଅର୍ଥ “ସତ୍ୟ ଜୀବନ ପାଇବ” (ଦେଖନ୍ତୁ:ରୁପକ)