Door43-Catalog_or_tn/MAT/10/34.md

1.5 KiB

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ମନେ କର ନାହିଁ "ଚିନ୍ତା କର ନାହିଁ" କିମ୍ବା "ତୁମ୍ଭେମାନେ ଚିନ୍ତା କରିବା ଉଚିତ୍ ନୁହଁ" #. ଏକ ଖଡ୍ଗ ଏହି ରୁପକ ୧) ପ୍ରଚଣ୍ଡ ମୃତ୍ୟୁ (ଦେଖନ୍ତୁ ରୁପକରେ "କ୍ରୁଶ") ଭାବ ହୋଇପାରେ #. ଘଟାଇବାକୁ ଆସିଅଛି "ବୁଲିପଡିବା" କିମ୍ବା "ବିଭାଜନ କରିବା" କିମ୍ବା "ବିଛିନ୍ନ କରିବା" #. ଏକ ବ୍ୟକ୍ତି ତାହାର ପିତାଙ୍କ ବିରୁଦ୍ଧରେ "ଏକ ସନ୍ତାନ ତାହାର ପିତାଙ୍କ ବିରୁଦ୍ଧରେ" #. ଏକ ବ୍ୟକ୍ତିର ଶତ୍ରୁମାନେ "ଏକ ବ୍ୟକ୍ତିର ଶତ୍ରୁମାନେ" କିମ୍ବା "ଏକ ବ୍ୟକ୍ତିର ଖରାପ ଶତ୍ରୁମାନେ" #. ଆପଣା ଗୃହସ୍ଥର ଲୋକମାନେ "ତାହାର ପରିବାରର ସଦସ୍ୟମାନେ"