Door43-Catalog_or_tn/MAT/10/28.md

4.9 KiB

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ଭୟ କର ନାହିଁ ଯେଉଁମାନେ ଶରୀରକୁ ଘାତ କରିବେ କିନ୍ତୁ ଆତ୍ମାକୁ ଘାତ କରିବାକୁ ଅକ୍ଷମ "ଲୋକମାନଙ୍କୁ ଭୟ କର ନାହିଁ ସେମାନେ ଶରୀରକୁ ଘାତ କରିପାରିବେ,କିନ୍ତୁ ସେମାନେ ଆତ୍ମାକୁ ଘାତ କରିପାରିବେ ନାହିଁ" #. ଶରୀରକୁ ଘାତ କରିବା ଶାରୀରିକ ମୃତ୍ୟୁ । ଯଦି ଏହି ଶବ୍ଦଗୁଡିକ ଅସୁନ୍ଦରଅଟେ, ସେଗୁଡିକୁ ଏପରି ଅନୁବାଦ କରାଯାଇପାରେ "ତୁମ୍ଭମାନଙ୍କୁ ଘାତ କରିବେ" କିମ୍ବା "ଅନ୍ୟମାନଙ୍କୁ ଘାତ କରିବେ" #. ଶରୀର ଏକ ବ୍ୟକ୍ତିର ଅଙ୍ଗ ଯାହାକୁ ଛୁଇଁପାରିବଆତ୍ମାକୁ ଘାତ କରିବା ସେମାନେ ମୃତ୍ୟୁବରଣ କଲା ପରେ ଲୋକମାନଙ୍କୁ ଆଘାତ କରିବା #. ଆତ୍ମା ଏକ ବ୍ୟକ୍ତିର ଭାଗ ଅଟେ ଯାହାକୁ ସ୍ପର୍ଶ କରାଯାଇପାରିବ ନାହିଁ ଏବଂ ଯାହା ଶରୀର ମୃତ୍ୟୁ ପରେ ବଂଚିଥାଏ #. ଦୁଇଟି ଘରଚଟିଆ କଅଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ ଏହି ପ୍ରଭାବିତ ପ୍ରଶ୍ନ ଏପରି ଅନୁବାଦ କରାଯାଇପାରେ "ଘରଚଟିଆ ଗୁଡିକୁ ଚିନ୍ତା କର #. ସେମାନଙ୍କ ମୁଲ୍ୟ ଅତି କମ୍ ଅଟେ ଯେ ଆପଣ ଦୁଇଟିକୁ ଗୋଟିଏ ପଇସାରେ କିଣିପାରିବେ” (UDB) (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. ଚଟିଆଗୁଡିକ ଏମାନେ ଅତି ଛୋଟ, ବିହନ ଖାଉଥିବା ପକ୍ଷୀମାନେ ଏକ ରୁପକ ଭାବରେ ବ୍ୟବହାର କରାଯାଇଅଛି ଯାହା ଲୋକମାନେ ଅଧିକ ଗୁରୁତ୍ଵ ଦିଅନ୍ତି ନାହିଁ (ଦେଖନ୍ତୁ: ରୁପକ) ଏକ ଛୋଟ ମୁଦ୍ରା ଏହା ବହୁବାର ସବୁଠାରୁ ଛୋଟ ମୁଦ୍ରାରେ ଲକ୍ଷ୍ୟ ଭାଷାରେ ବ୍ୟବହାର କରାଯାଇଅଛି ଏହା ତମ୍ବା ମୁଦ୍ରା ଅଟେ ଏକ କାର୍ଯ୍ୟକାରୀ ପାଇଁ ଦିନକର ମଜୁରୀର ଏକ ଶୋହଳ ଅଂଶ ଅଟେ ଏହାକୁ ଅନୁବାଦ କରାଯାଇପାରେ “ଅତି କମ୍ ଟଙ୍କା” #. ତୁମ୍ଭମାନଙ୍କ ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳକୁ ପଡେ ନାହିଁ ଏହି ପ୍ରକାଶନକୁ ଅନୁବାଦ କରାଯାଇପାରେ “ଯଦିଓ ସେମାନଙ୍କ ମଧ୍ୟରୁ ଗୋଟିଏ ତଳକୁ ପଡେ କିନ୍ତୁ ତାହା ତୁମ୍ଭମାନଙ୍କ ପିତାଙ୍କର ଅନୁମତି ରେ ହୋଇପାରେ” କିମ୍ବା କେବଳ ତୁମ୍ଭମାନଙ୍କ ପିତା ଜାଣନ୍ତି ଯେ ଯଦି ସେମାନଙ୍କ ମଧ୍ୟରୁ ଗୋଟିଏ ଭୁଇଁରେ ପଡେ” (ଦେଖନ୍ତୁ: litotes ଆଳଙ୍କରିକ ବାଚ୍ୟ) #. ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ନୁହେଁ “ଗୋଟିଏ ହେଲେ ଘରଚଟିଆ ନୁହେଁ” #. ଭୁଇଁରେ ପଡେ “ମରିଥାଏ” #. ତୁମ୍ଭମାନଙ୍କ ମସ୍ତକର କେଶ ମଧ୍ୟ ଗଣାଯାଇଅଛି “ଈଶ୍ଵର ଏହା ମଧ୍ୟ ଜାଣନ୍ତି ଯେ ତୁମ୍ଭମାନଙ୍କ ମସ୍ତକରେ କେତେ କେଶ ଅଛି” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଗଣାଯାଇଅଛି

“ଗଣିଛନ୍ତି” #. ତୁମ୍ଭେମାନେ ଚଟିଆମାନଙ୍କ ଠାରୁ ଅଧିକ ମୁଲ୍ୟବାନ୍ ଅଟ “ଈଶ୍ଵର ଅନେକ ଚଟିଆମାନଙ୍କ ଠାରୁ ତୁମ୍ଭମାନଙ୍କୁ ଅଧିକ ଗୁରୁତ୍ଵ ଦିଅନ୍ତି