Door43-Catalog_or_tn/MAT/10/24.md

4.9 KiB
Raw Permalink Blame History

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ଏକ ଶିଷ୍ୟ ତାହାର ଗୁରୁଠାରୁ ମହାନ ନୁହେଁ ଏହା ଏକ ସାଧାରଣ ସତ୍ୟର ବିବୃତ୍ତି ଅଟେ, କୌଣସୀ ଶିଷ୍ୟ କିମ୍ବା ଗୁରୁ ବିଷୟରେ ବିବୃତ୍ତି ନୁହେଁ । ଏକ ଶିଷ୍ୟ ତାହାର ଗୁରୁଠାରୁ "ଅଧିକ ଗୁରୁତ୍ଵ ନୁହେଁ" ଏହାର କାରଣ ହୋଇପାରେ ସେ ତାହାର ଗୁରୁଠାରୁ "ଅଧିକ କିଛି ଜାଣେ ନାହିଁ" କିମ୍ବା "କ୍ରମରେ ଅଧିକ ଉଚ୍ଚ ନୁହେଁ" କିମ୍ବା "ଅଧିକ ଉତ୍ତମ ନୁହେଁ" ବିକଳ୍ପ ଅନୁବାଦ: "ଏକ ଶିଷ୍ୟ ତାହାର ଗୁରୂ ଠାରୁ କମ୍ ଗୁରୁତ୍ଵପୁର୍ଣ୍ଣ ଅଟେ" କିମ୍ବା "ଏକ ଗୁରୁ ତାଙ୍କର ଶିଷ୍ୟଠାରୁ ସର୍ବଦ ଗୁରୁତ୍ୱପୂର୍ଣ୍ଣ ଅଟେ" #. ସେବକ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ "ଏବଂ ଏକ ଦାସ ତାହାର ଗୁରୁଠାରୁ ମହାନ୍ ନୁହେଁ" ଏହାୟ ଏକ ସାଧାରଣ ସତ୍ୟର ବିବୃତ୍ତି ଅଟେ, କୌଣସୀ ମାଲିକ ଏବଂ ଦାସ ବିଷୟରେ ବିବୃତ୍ତି ନୁହେଁ" ଏକ ଦାସ ତାହାର ମାଲିକଠାରୁ "ଗୁରୁତ୍ଵପୁର୍ଣ୍ଣ" କିମ୍ବା "ଅଧିକ ଶ୍ରେଷ୍ଠ" ନୁହେଁ ବିକଳ୍ପ ଅନୁବାଦ: "ଏବଂ ଜଣେ ଦାସ ତାହାର ମାଲିକ ଠାରୁ କମ୍ ଶ୍ରେଷ୍ଠ ଅଟେ" କିମ୍ବା "ଏବଂ ଜଣେ ମାଲିକ ସବୁବେଳେ ତାଙ୍କର ଦାସଠାରୁ ଅଧିକ ଶ୍ରେଷ୍ଠ ଅଟନ୍ତି" #. ଚାକର "ଦାସ" #. ମାଲିକ “ଅଧିକାରୀ” #. ଏହା ଶିଷ୍ୟ ନିମନ୍ତେ ଯଥେଷ୍ଟ ଅଟେ ଯେ ସେ ତାହାର ଗୁରୁ ପରି ହେବା ଉଚିତ୍ “ଶିଷ୍ୟତାହାର ଗୁରୁ ପରି ହେବା ପାଇଁ ସନ୍ତୁଷ୍ଟ ହେବା ଉଚିତ୍” ଆପଣା ଗୁରୁ ସଦୃଶ " ଆପଣା ଗୁରୁ ଯେତିକି ଜାଣନ୍ତି ସେତିକି ଜାଣିବା " #. ଏବଂ ଦାସ ଆପଣାମାଲିକ ପରି
“ଦାସଜଣକ ତାହାର ମାଲିକ ପରି ହେବା ପାଇଁ ଅଧିକ ଗୁରୁତ୍ଵପୁର୍ଣ୍ଣ ହେବାରେ ସନ୍ତୁଷ୍ଟ ହେବା ଉଚିତ୍ #. ଯଦି ସେମାନେ ଗୃହକର୍ତ୍ତାଙ୍କୁ ବାଲଜିବୁଲ୍ ବୋଲି କହିଛନ୍ତି, ତେବେ ତାହାଙ୍କ ପରିଜନଙ୍କୁ ଆହୁରି ହେବ ଯୀଶୁଙ୍କ ପ୍ରତି ଦୁର୍ବ୍ୟବହାର କରାଯାଇଥିଲା, ତେବେ ଯୀଶୁଙ୍କ ଶିଷ୍ୟମାନେ ଆପଣା ପ୍ରତି ସେପରି ଦୁର୍ବ୍ୟବହାରକୁ କିମ୍ବା ଅଧିକ ହୀନ ବ୍ୟବହାର ପାଇବା ପାଇଁ ଆଶା କରିବା ଉଚିତ୍ (ଦେଖନ୍ତୁ :UDB) #. ଯଦି ସେମାନେ ଡାକନ୍ତି ବିକଳ୍ପ ଅନୁବାଦ: ଯେହେତୁ ଲୋକମାନେ ଡାକନ୍ତି” #. ଗୃହର କର୍ତ୍ତା ଯୀଶୁ “ଗୃହର କର୍ତ୍ତା” ଶବ୍ଦଟିକୁ ତାଙ୍କ ନିମନ୍ତେ ଏକ ରୁପକ ଭାବରେ ବ୍ୟବହାର କରୁଛନ୍ତି (ଦେଖନ୍ତୁ: ରୁପକ) #. ବାଲଜିବୁଲ୍ “ଏହି ଶବ୍ଦ ପ୍ରକୃତ ଭାଷରୁ ଆସିଅଛି ଏବଂ ଏହା ହୋଇପାରେ ୧) ସିଧାସଳଖ ଭାବରେ “ବାଲଜିବୁଲ୍” ପରି ନକଲ କରିଛନ୍ତି କିମ୍ବା ) ଏକ ଉଦ୍ଦେଶ୍ୟର ଅର୍ଥ ସହ “ଶୟତାନ” ଅନୁବାଦ କରିଥିଲେ #. ସେମାନେ ଗୃହକର୍ତ୍ତାଙ୍କୁ ଯୀଶୁ ଏଠାରେ “ସେମାନେ ଗୃହକର୍ତ୍ତାଙ୍କୁ” ତାହାଙ୍କ ଶିଷ୍ୟ ନିମନ୍ତେ ବ୍ୟବହାର କରୁଛନ୍ତି