Door43-Catalog_or_tn/MAT/10/21.md

3.2 KiB

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ଭାଇ ଭାଇକୁ ମୃତ୍ୟୁ ହସ୍ତରେ ସମର୍ପଣ କରିବେ, ଏବଂ ଏକ ପିତା ଆପଣା ସନ୍ତାନକୁ ଏଠାରେ: "ଭାଇମାନେ ମୃତ୍ୟୁ ହସ୍ତରେ ସେମାନଙ୍କର ଭାଇମାନଙ୍କୁ ସମର୍ପଣ କରିବେ, ଏବଂ ପିତାମାନେ ସେମାନଙ୍କ ସନ୍ତାନମାନଙ୍କୁ ମୃତ୍ୟୁ ହସ୍ତରେ ସମର୍ପଣ କରିବେ" #. ସମର୍ପଣ କରିବେ ତୁମ୍ଭେ ଏହାକୁ ସେହିପରି ଅନୁବାଦ କର ଯେପରି ୧୦:୧୭ ପଦରେ ଆପଣ "ହସ୍ତରେ..... ସମର୍ପଣ କରିବେ" ଅନୁବାଦ କରିଥିଲ #. ବିରୁଦ୍ଧରେ ଉଠିବେ "ବିରୁଦ୍ଧରେ ବଚସା କରିବେ" (UDB) କିମ୍ବା "ବିରୁଦ୍ଧରେ ଠିଆ ହେବେ" #. ଏବଂ ସେମାନଙ୍କୁ ବଧ କରିବେ "ଏବଂ ସେମାନଙ୍କୁ ହତ୍ୟା କରିବେ" କିମ୍ବା "ସେମାନଙ୍କୁ ବଧ କରିବାର ଅଧିକାର ଅଛି" #. ତୁମ୍ଭେମାନେ ସମସ୍ତଙ୍କ ଦ୍ଵାରା ଘୃଣିତ ହେବ ଏଠାରେ: “ପ୍ରତ୍ୟେକେ ତୁମ୍ଭମାନଙ୍କୁ ଘୃଣ କରିବେ” କିମ୍ବା “ ସମସ୍ତ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ତୁମ୍ଭେମାନେ.....ତୁମ୍ଭେମାନେ.....ତୁମ୍ଭେମାନେ...ତୁମ୍ଭେମାନେ ବାରଜଣ ପ୍ରେରିତଗଣ #. ମୋହର ନାମ ନିମନ୍ତେ “ମୋହର ହେତୁ” କିମ୍ବା “ଯେହେତୁ ତୁମ୍ଭେମାନେ ମୋତେ ଭରସା କରୁଅଛ” (UDB) #. ଯେକେହି ଧୈର୍ଯ୍ୟ ଧରେ “ଯେକେହି ବିଶ୍ଵାସଯୋଗ୍ୟ ଥାଏ” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) # ସେହି ବ୍ୟକ୍ତି ପରିତ୍ରାଣ ପାଇବ ଏଠାରେ: ଈଶ୍ଵର ସେହି ବ୍ୟକ୍ତିକୁ ଉଦ୍ଧାର କରିବେ । (ଦେଖନ୍ତୁ : କତ୍ତୁବାଚ୍ୟ ବ କର୍ମ ବାଚ୍ୟ #. ଅନ୍ୟଠାକୁ ଧାଇଁ ପଳାଅ “ଅନ୍ୟ ନଗରକୁ ଧାଇଁ ପଳାଅ” #. ଆସିଅଛି “ପହଂଚିବା”