Door43-Catalog_or_tn/MAT/10/19.md

2.8 KiB

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ "ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ," "ଲୋକମାନେ" ଏଠାରେ ସେ ସମାନ "ଲୋକମାନେ ଯାହା ୧୦:୧୭ରେ ଅଛନ୍ତି #. ସମର୍ପଣ କରିବେ ଏହାକୁ ସେପରି ଅନୁବାଦ କର ଯେପରି ତୁମ୍ଭେ "ସେମାନଙ୍କ ହସ୍ତରେ ସମର୍ପଣ କରିବେ" ଅନୁବାଦ ୧୦:୧୭ରେ କରିଥିଲ #. ତୁମ୍ଭେମାନେ “ତୁମ୍ଭେମାନେ” ଏବଂ “ତୁମ୍ଭମାନଙ୍କର” ସର୍ବନାମଗୁଡିକୁ ଏହି ପାଠ୍ୟରେ ବାର ଜଣ ଶିଷ୍ୟମାନଙ୍କୁ ସୁଚାଯାଇଅଛି #. କୌଣସୀ ବିଷୟ ନିମନ୍ତେ ଚିନ୍ତା କରନ୍ତୁ ନାହିଁ “ବ୍ୟସ୍ତ ହୁଅନ୍ତୁ ନାହିଁ” #. କିପରି ଏବଂ କଅଣ ତୁମ୍ଭେ କହିବ “କିପରି ତୁମ୍ଭେମାନେ କହିବ କିମ୍ବା କ’ଣ ତୁମ୍ଭେମାନେ କହିବ” ଏହି ଦୁଇ ବିଚାରଗୁଡିକୁ ଏକ କରାଯାଇଅଛି: “କଅଣ ତୁମ୍ଭମାନଙ୍କୁ କହିବାକୁ ପଡିବ” (ଦେଖନ୍ତୁ:hendiadys ଆଳଙ୍କାରିକ ବାଚ୍ୟ) #. ସେହି ଘଟିକାରେ “ସେହି ସମୟରେ” (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) #. ତୁମ୍ଭମାନଙ୍କ ପିତାଙ୍କ ଆତ୍ମା ଯଦି ଆବଶ୍ୟକ, ଏହାକୁ ଅନୁବାଦ କରାଯାଇପାରେ “ତୁମ୍ଭମାନଙ୍କ ଈଶ୍ଵର ସ୍ଵର୍ଗୀୟ ପିତାଙ୍କ ଆତ୍ମା” କିମ୍ବା ଏକ ପାଦଟୀକା ସ୍ପଷ୍ଟ କରିବା ପାଇଁ ଯେ ଏହା ପବିତ୍ରଆତ୍ମା ଈଶ୍ଵରଙ୍କୁ ଜାଗତିକ ପିତାଙ୍କୁ ସୁଚାଇବା ପାଇଁ ପାଠ୍ୟରେ ଯୋଗ କରାଯାଇଥିବ #. ତୁମ୍ଭମାନଙ୍କ ଠାରେ “ତୁମ୍ଭମାନଙ୍କ ଦେଇ