Door43-Catalog_or_tn/MAT/10/16.md

5.3 KiB

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି । #. ଆଉଦେଖ "ଆଉଦେଖ" ଶବ୍ଦଏଠାରେ ଯାହା ଅନୁସରଣ କରିବାକୁ ଗୁରୁତ୍ଵ ଦିଆଯାଏ ବିକଳ୍ପ ଅନୁବାଦ: "ଦେଖ" କିମ୍ବା "ଶୁଣ" କିମ୍ବା "ଧ୍ୟାନ ଦିଅ ଯାହା ମୁଁ ତୁମ୍ଭମାନଙ୍କୁ କହିବାକୁ ଯାଉଅଛି" (ଦେଖନ୍ତୁ:UDB) #. ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଅଛି ଯୀଶୁ ସେମାନଙ୍କୁ ଏକ ଉଦ୍ଦେଶ୍ୟ ନିମନ୍ତେ ବାହାରକୁ ପଠାଉଛନ୍ତି #. କୋକିଶିଆଳିମାନଙ୍କ ମଧ୍ୟରେ ମେଷ ପରି ଯୀଶୁ ଶିଷ୍ୟମାନଙ୍କୁ ପ୍ରତିରକ୍ଷା କରି ନପାରିଵା ପଶୁମାନଙ୍କ ସହ ତୁଳନା କରୁଛନ୍ତି ଯେଉଁଠାରେ ବନ୍ୟ ପଶୁମାନେ ସେମାନଙ୍କୁ ଆକ୍ରମଣ କରିବେ (ଦେଖନ୍ତୁ:ତୁଳନାତ୍ମକ ବ୍ୟବହାର) # ମେଷ ପରି ପ୍ରତି ରକ୍ଷା ନ କରିପାରିବା(ଦେଖନ୍ତୁ:ରୁପକ) #. କୋକିଶିଆଳିମାନଙ୍କ ମଧ୍ୟରେ ଆପଣମାନେ ଏହି ତୁଳନାତ୍ମକ ବ୍ୟବହାରକୁ “ଲୋକମାନଙ୍କ ମଧ୍ୟରେ ଯେଉଁମାନେ ଭୟଙ୍କର କୋକିଶିଆଳି ପରି ଅଟନ୍ତି” କିମ୍ବା “ଲୋକମାନଙ୍କ ମଧ୍ୟରେ ଯେଉଁମାନେ ଅତି ଭୟଙ୍କର ଭାବରେ ବ୍ୟବହାର କରନ୍ତି” କିମ୍ବା ସମାନତା ଉଦ୍ଦେଶ୍ୟକୁ ଦର୍ଶାନ୍ତୁ, “ଲୋକମାନଙ୍କ ମଧ୍ୟରେ ଯେଉଁମାନେ ତୁମ୍ଭମାନଙ୍କୁ ଆକ୍ରମଣ କରିବେ” (ଦେଖନ୍ତୁ:ରୁପକ) #. କପୋତ ପରି ନିରୀହ ଏବଂ ସର୍ପ ପରି ବୁଦ୍ଧିମାନ୍ ହୁଅ ତୁଳନାତ୍ମକ ରୁପକ ବ୍ୟବହାର ନ କଲେ ଏହା ଉତ୍ତମ ହେବ: ବୁଝାମଣା ଏବଂ ସାବଧାନ , ଏବଂ ଏପରିକି ନିର୍ଦ୍ଦୋଶ ଏବଂ ପୁଣ୍ୟ ସହ କାର୍ଯ୍ୟ କରନ୍ତୁ" (ଦେଖନ୍ତୁ:ତୁଳନାତ୍ମକ ବ୍ୟବହାର) #. ଲୋକମାନଙ୍କ ସମ୍ମୁଖରେ ସାବଧାନ ହୁଅ, ଯେହେତୁ ସେମାନେ ତୁମ୍ଭକୁ ସମର୍ପଣ କରିବେ “ସାବଧାନ, ଯେହେତୁ ଲୋକମାନେ ତୁମ୍ଭକୁ ସମର୍ପଣ କରିବେ” #. ଆପଣାକୁ ସାବଧାନ କର ନିମନ୍ତେ ସାବଧାନ ହୁଅ” କିମ୍ବା “ସତର୍କ ହୁଅ” କିମ୍ବା “ନିମନ୍ତେ ଅତି ଯତ୍ନଶୀଳ ରୁହ” (ଦେଖନ୍ତୁ: ବାକ୍ୟାଂଶ) #. ତୁମ୍ଭକୁ ସମର୍ପଣ କରିବେ ଏହା ସେହି ଶବ୍ଦ ଅଟେ ଯାହା ଯିହୁଦା ଯୀଶୁଙ୍କ ସହ କରିଥିଲା (ଦେଖନ୍ତୁ:UDB) ବିକଳ୍ପ ଅନୁବାଦ: “ବିଶ୍ଵାସଘାତ କରିବେ” କିମ୍ବା “ହସ୍ତରେ ସମର୍ପଣ କରିବେ” କିମ୍ବା “ତୁମ୍ଭମାନଙ୍କୁ ଗିରଫ କରିବେ ଏବଂ ବିଚାର କରିବେ” #. ସଭାରେ ଏହି ସ୍ଥାନରେ ଅର୍ଥ ହେଉଛି ସ୍ଥାନୀୟ କିମ୍ବା ବୃଦ୍ଧମାନେ ଯେଉଁମାନେ ସଭାରେ ଏକ ଶାନ୍ତି ରଖନ୍ତି । ବିକଳ୍ପ ଅନୁବାଦ: “ବିଚାରାଳୟ” #. କୋରଡ ମାରିବେ “କୋରଡ ସହିତ ମାରିବେ” #. ତତୁମ୍ଭମାନଙ୍କୁ ଅଣାଯିବ “ସେମାନେ ତୁମ୍ଭମାନଙ୍କୁ ଆଣିବେ” କିମ୍ବା ସେମାନେ ତୁମ୍ଭକୁ ଘସାଡିଆଣିବେ” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ମୋହର ନିମନ୍ତେ “ଯେହେତୁ ତୁମ୍ଭେମାନେ ମୋହର ଅଟ” (UDB) କିମ୍ବା “ଯେହେତୁ ତୁମ୍ଭେମାନେ ମୋହର ଅନୁସରଣ କର” #. ସେମାନଙ୍କୁ ଏବଂ ବିଜାତୀୟମାନଙ୍କୁ “ସେମାନଙ୍କୁ” ସର୍ବନାମ ରାଜ୍ୟପାଳ ଏବଂ ରାଜାମାନଙ୍କୁ ସୁଚାଏ କିମ୍ବା ଯିହୁଦୀ ଅଭିଯୁକ୍ତକାରୀମାନଙ୍କୁ ସୁଚାଏ (୧୦:୧୭)