Door43-Catalog_or_tn/MAT/10/11.md

4.5 KiB
Raw Permalink Blame History

ଏହା ଯୀଶୁ ତାହାଙ୍କ ବାର ଶିଷ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟ ନିମନ୍ତେ ପଠାଇବାର ବିବରଣୀକୁ ୧୦:୧ ରେ ଯାହା ଆରମ୍ଭ ହୋଇଥିଲା ଅବିରତ ରଖେ #. ତୁମ୍ଭେମାନେ......ତୁମ୍ଭମାନଙ୍କର ଏହି ସର୍ବନାମ ବାର ପ୍ରେରିତଗଣଙ୍କୁ ଦର୍ଶାଏ #. ଯେଉଁ ନଗର ଏବଂ ଗ୍ରାମରେ ତୁମ୍ଭେମାନେ ପ୍ରବେଶ କର "ଯେତେବେଳେ ତୁମ୍ଭେମାନେ ନଗର କିମ୍ବା ଗ୍ରାମରେ ପ୍ରବେଶ କର" କିମ୍ବା "ପ୍ରତ୍ୟେକ ନଗର କିମ୍ବା ଗ୍ରାମରେ ତୁମ୍ଭେମାନେ ପ୍ରବେଶ କର" #. ନଗର....ଗ୍ରାମ "ବୃହତ୍ ଗ୍ରାମ.......ଛୋଟ ଗ୍ରାମ" କିମ୍ବା ବୃହତ୍ ନଗର... ଛୋଟ ନଗର" ଏହିଗୁଡିକ ସମାନ ଶବ୍ଦଗୁଡିକ ଅଟେ ଯାହା ୯:୩୫ ରେ ଅଛି #. ନ ଛାଡିବା ପର୍ଯ୍ୟନ୍ତ ସେଠାରେ ରୁହ
"ତୁମ୍ଭେମାନେ ସେହି ନଗର କିମ୍ବା ଗ୍ରାମ ନ ଛାଡିବା ପର୍ଯ୍ୟନ୍ତ ସେହି ବ୍ୟକ୍ତିଙ୍କ ଗୃହରେ ରୁହ" #. ତୁମ୍ଭେମାନେ ଗୃହରେ ପ୍ରବେଶ କରିବା କ୍ଷଣି, ନମସ୍କାର ଜଣାଅ " ଗୃହରେ ପ୍ରବେଶ କରିବା କ୍ଷଣି, ସେଠାରେ ବାସ କରୁଥିବା ଲୋକମାନଙ୍କୁ ନମସ୍କାର ଜଣାଅ" ସେ ସମୟରେ ଏକ ସାଧାରଣ ଶୁଭେଚ୍ଛା "ଏହି ପରିବାର ପ୍ରତି ଶାନ୍ତି ହେଉ!" (ଦେଖନ୍ତୁ: ଲକ୍ଷଣସୁଚକ ଶବ୍ଦ) #. ଏହି ପରିବାର ଯୋଗ୍ୟ ଅଟେ “ସେହି ଗୃହରେ ବାସ କରୁଥିବା ଲୋକମାନେ ତୁମ୍ଭମାନଙ୍କୁ ଉତ୍ତମ ଭାବରେ ଗ୍ରହଣ କରିବେ” (UDB) କିମ୍ବା “ସେହି ଗୃହରେ ବାସ କରୁଥିବା ଲୋକମାନେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରିବେ” (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) ତୁମ୍ଭମାନଙ୍କ ଶାନ୍ତି ତାହା ଉପରେ ଆସୁ “ଶାନ୍ତି ତାହା ଉପରେ ଆସୁ” କିମ୍ବା ସେହି ଗୃହରେ ବାସ କରୁଥିବା ଲୋକାମାନେ ଶାନ୍ତିରେ ବାସ କରନ୍ତୁ” (ଦେଖନ୍ତୁ UDB) #. ତୁମ୍ଭମାନଙ୍କ ଶାନ୍ତି ଶାନ୍ତି ଯାହା ପ୍ରେରିତମାନେ ଈଶ୍ଵରଙ୍କଠାରୁ ସେହି ପରିବାର ଉପରେ ନିବେଦନ କରନ୍ତି #. ଯଦି ତାହା ଯୋଗ୍ୟ ନୁହେଁ “ଯଦି ସେମାନେ ତୁମ୍ଭମାନଙ୍କୁ ଉତ୍ତମ ଭାବେ ଗ୍ରହଣ କରନ୍ତି ନାହିଁ” (UDB) କିମ୍ବା “ଯଦି ସେମାନେ ତୁମ୍ଭମାନଙ୍କ ପ୍ରତି ଭଲ ବ୍ୟବହାର କରନ୍ତି ନାହିଁ” #. ତୁମ୍ଭମାନଙ୍କ ଶାନ୍ତି ତୁମ୍ଭମାନଙ୍କ ପାଖକୁ ଫେରି ଆସୁ ଏହା ଗୋଟିଏର ଦୁଇ ଅର୍ଥ ଥାଇପାରେ ୧) ଯଦି ସେହି ଗୃହସ୍ଥ ଲୋକ ଯୋଗ୍ୟ ନହେଲେ,ତେବେ ଈଶ୍ଵର ସେହି ପରିବାରରୁ ଶାନ୍ତି କିମ୍ବା ଆଶୀର୍ବାଦ ଫେରି ନେବେ, ଯେପରି UDBରେ ପ୍ରକାଶିତ ଅଛି, କିମ୍ବା )ଯଦି ଗୃହସ୍ଥ ଯୋଗ୍ୟ ନଥିଲେ, ତେବେ ପ୍ରେରିତମାନେ କିଛି କରିବା ଉଚିତ୍, ଯେପରି ସେମାନଙ୍କର ଶାନ୍ତିର ନମସ୍କାର ଆଦର ନ କରିବା ଈଶ୍ଵରଙ୍କୁ ନିବେଦନ କରିବେ ଯଦି ଆପଣଙ୍କ ଭାଷାରେ ନମସ୍କାରକୁ ଫେରି ନେବାର ସମାନ ଅର୍ଥ ଅଛି, ତେବେ ତାହା ଏଠାରେ ବ୍ୟବହୃତ ହେଉ