Door43-Catalog_or_tn/MAT/10/1.md

1.9 KiB
Raw Permalink Blame History

ଏହା ଯୀଶୁ ତାହାଙ୍କ ବାର ଶିଷ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟ ନିମନ୍ତେ ପଠାଇବାର ବିବରଣୀକୁ ଆରମ୍ଭ କରେ #. ବାର ଶିଷ୍ୟମାନଙ୍କୁ ଏକତ୍ର ଡାକିଲେ "ତାଙ୍କର ବାର ଶିଷ୍ୟମାନଙ୍କୁ ଏକତ୍ର କଲେ" #. ସେମାନଙ୍କୁ ଅଧିକାର ଦେଲେ ନିଶ୍ଚିତ ହୁଅନ୍ତୁ ଯେ ଏହି ପାଠ ସ୍ପଷ୍ଟ ଭାବରେ କଥୋପକଥନ କରିଥାଏ ଯେ ଏହି ଅଧିକାର ୧)ଅଶୁଚି ଆତ୍ମାମାନଙ୍କୁ ତଡି ଦେବା ପାଇଁ ଥିଲା ଏବଂ )ଅସୁସ୍ଥ ଏବଂ ରୋଗୀ ଲୋକମାନଙ୍କୁ ସୁସ୍ଥ କରିବା ପାଇଁ ଥିଲା #. ସେମାନଙ୍କୁ ତଡି ଦେବା “ଅଶୁଚି ଆତ୍ମାମାନଙ୍କୁ ଛାଡି ଦେବା ପାଇଁ ବାଧ୍ୟ କରିବା” #. ସମସ୍ତ ପ୍ରକାରର ଅସୁସ୍ଥ ଏବଂ ସମସ୍ତ ପ୍ରକାରର ରୋଗ "ପ୍ରତ୍ୟେକ ଦୁର୍ବଳତା ଏବଂ ପ୍ରତ୍ୟେକ ରୋଗଗୁଡିକ" "ରୋଗ" ଏବଂ "ଦୁର୍ବଳତା" ଶବ୍ଦ ପରସ୍ପର ନିକଟବର୍ତ୍ତୀ ଶବ୍ଦ କିନ୍ତୁ ଦୁଇ ଭିନ୍ନ ଶବ୍ଦଗୁଡିକରେ ଅନୁବାଦ କରାଯିବା ଉଚିତ୍ ଯଦି ସମ୍ଭବ "ରୋଗ" ଯାହା ଏକ ବ୍ୟକ୍ତିକୁ ଦୁର୍ବଳ କରିଥାଏ "ଦୁର୍ବଳତା ଏକ ଶାରୀରିକ ଅସୁସ୍ଥ ଅଟେ କିମ୍ବା ଏକ କଷ୍ଟ ଯାହା ରୋଗର ଫଳାଫଳ ଅଟେ ।