Door43-Catalog_or_tn/MAT/10/08.md

2.6 KiB

ଏହା ଯୀଶୁ ତାହାଙ୍କ ବାର ଶିଷ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟ ନିମନ୍ତେ ପଠାଇବାର ବିବରଣୀକୁ ୧୦:୧ ରେ ଅବିରତ ରଖେ #. ତୁମ୍ଭେମାନେ......ତୁମ୍ଭମାନଙ୍କର ବାର ପ୍ରେରିତଗଣ #. ସୁନା, ରୁପା, କିମ୍ବା ତମ୍ବା ନେବ ନାହିଁ “ସୁନା, ରୁପା, କିମ୍ବା ତମ୍ବା ଆୟୋଜନ କର ନାହିଁ” #. ନେବ ନାହିଁ “ପାଇବା,” “ଗ୍ରହଣ କରିବା,” କିମ୍ବା “ନେବା” #. ସୁନା, ରୁପା, କିମ୍ବା ତମ୍ବା ଏହିଗୁଡିକ ଧାତୁଗୁଡିକ ଅଟେ ଯେଉଁଗୁଡିକ ଦ୍ଵାରା ମୁଦ୍ରା ତିଆରି କରାଯାଏ ଏହି ତାଲିକାଟି ଧନ ନିମନ୍ତେ ଏକ ଲକ୍ଷଣସୁଚକ ଅଟେ , ଯଦି ଆପଣଙ୍କ ଅଂଚଳରେ ଧାତୁଗୁଡିକ ଅଜଣା ଅଟେ, ତାଲିକାକୁ “ଟଙ୍କା” ରେ ଅନୁବାଦ କରନ୍ତୁ (ଦେଖନ୍ତୁ UDB) #. ଝୋଲି ଏହାର ଅର୍ଥ “ପଟ୍ଟୀ” କିମ୍ବା “ଟଙ୍କା ପଟ୍ଟୀ,” କିନ୍ତୁ ଏହା ଟଙ୍କାକୁ ନେବା ପାଇଁ ଯାହା ବ୍ୟବହାର କରାଯାଉଛି ତାହାକୁ ସୁଚିତ କରାଯାଏ ଏକ ପଟ୍ଟୀ ଲୁଗାର ସରୁ ଲମ୍ବା ଖଣ୍ଡ ଅଟେ କିମ୍ବା ଏକ ଚମଡା ଯାହା ଅଣ୍ଟାର ଚାରିପାଖରେ ବନ୍ଧାଯାଏ ଏହା ଯଥେଷ୍ଟ ଚୌଡା ଅଟେ ଯେଉଁଦ୍ଵାରା ଟଙ୍କାକୁ ନେବା ପାଇଁ ବ୍ୟବହାର କରାଯାଏ # ଯାତ୍ରର ଥଳି ଏହା ଯାତ୍ରା ନିମନ୍ତେଜିନିଷ ଗୁଡିକୁ ରଖିବା ନିମନ୍ତେଥଳି ଅଟେ କିମବେକ ଥଳି ଯାହା ଜଣେ ଖାଦ୍ୟ ବା ଟଙ୍କା ସଂଗ୍ରହ ନିମନ୍ତେ ବ୍ୟବହାର କରାଯାଏ । #. ଦୁଇଟି ଅଙ୍ଗରଖା ସମାନ ଶବ୍ଦକୁ ବ୍ୟବହାର କର ଯାହା ଆପଣ ୫:୪୦ରେ ଅଙ୍ଗରଖା ପାଇଁ କରିଥିଲ #. ଶ୍ରମିକମାନେ “କାର୍ଯ୍ୟକାରୀମାନେ” #. ଖାଦ୍ୟ “ଯାହା ତାହାକୁ ଆବଶ୍ୟକ”