Door43-Catalog_or_tn/MAT/10/05.md

2.6 KiB

ଏହା ଯୀଶୁ ତାହାଙ୍କ ବାର ଶିଷ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟ ନିମନ୍ତେ ପଠାଇବାର ବିବରଣୀକୁ ଅବିରତ ରଖେ । #. ଏହି ବାର ଜଣକୁ ଯୀଶୁ ପଠାଇଲେ "ଯୀଶୁ ବାର ପୁରୁଷମାନଙ୍କୁ ପଠାଇଲେ" କିମ୍ବା "ଏହି ବାର ଜଣ ପୁରୁଷମାନଙ୍କୁ ଯେଉଁମାନଙ୍କୁ ଯୀଶୁ ପଠାଇଲେ" #. ପଠାଇଲେ ଯୀଶୁ ସେମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ପଠାଇଲେ "ପଠାଇଲେ" ବିଶେଷ୍ୟ "ପ୍ରେରିତମାନ"ର ଏକ କ୍ରିୟାଜନକ ମାଧ୍ୟମ ଅଟେ ଯାହା ୧୦:୨ରେ ବ୍ୟବହୃତ ହୋଇଅଛି । #. ସେ ସେମାନଙ୍କୁ ନିର୍ଦ୍ଦେଶ ଦେଲେ "ସେ ସେମାନଙ୍କୁ ଯାହା ସେମାନେ କରିବାକୁ ଆବଶ୍ୟକ କହିଲେ" ଏହାକୁ ଅନୁବାଦ କରାଯାଇପାରିବ "ସେ ସେମାନଙ୍କୁ ଆଜ୍ଞା ଦେଲେ" #. ଇସ୍ରାଏଲ ଗୃହର ହଜିଯାଇଥିବା ମେଷ ସମସ୍ତ ଇସ୍ରାଏଲ ଦେଶ ମେଷ ସହିତ ତୁଳନା କରିବା ଏକ ରୁପକ ଅଟେ ଯେଉଁମାନେ ସେମାନଙ୍କ ମେଷପାଳକଠାରୁ ଦୁରକୁ ଚାଲିଯାଇଛନ୍ତି (UDB) (ଦେଖନ୍ତୁ:ରୁପକ) #. ଇସ୍ରାଏଲର ଗୃହ ଏହି ପ୍ରକାଶନ ଇସ୍ରାଏଲର ଗୃହକୁ ସୁଚିତ କରେ । ଏହାକୁ ଏପରି ଅନୁବାଦ କରାଯାଇପାରେ “ଇସ୍ରାଏଲର ଲୋକମାନେ” କିମ୍ବା “ଇସ୍ରାଏଲର ବଂଶଧରମାନେ” (ଦେଖନ୍ତୁ: ଲକ୍ଷଣସୁଚକ ଶବ୍ଦ) #. ଏବଂ ଯେପରି ତୁମ୍ଭେମାନେ ଯାଅ “ତୁମ୍ଭେମାନେ” ସର୍ବନାମ ବାର ପ୍ରେରିତମାନଙ୍କୁ ସୁଚିତ କରାଯାଇଅଛି #. ସ୍ଵର୍ଗ ରାଜ୍ୟ ଅତି ନିକଟବର୍ତ୍ତୀ ହୋଇଅଛି ତୁମ୍ଭେ ଏହାକୁ ସେହି ପ୍ରକାରେ ଅନୁବାଦ କର ଯେପରି ତୁମ୍ଭେ ସମାନ ବିଚାରକୁ ୩:୨ରେ କରିଥିଲ