Door43-Catalog_or_tn/MAT/10/02.md

1.8 KiB
Raw Permalink Blame History

ଏହା ଯୀଶୁ ତାହାଙ୍କ ବାର ଶିଷ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟ ନିମନ୍ତେ ପଠାଇବାର ବିବରଣୀକୁ ଅବିରତ ରଖେ ଯାହା ୧୦:୧ ରେ ଆରମ୍ଭ ହେଲା । #. ପ୍ରଥମ କ୍ରମରେ, ପଂକ୍ତିରେ ନୁହେଁ #. ଉତ୍ସାହି ସମ୍ଭବତଃ ଅର୍ଥଗୁଡିକ ୧)"ଉତ୍ସାହି" କିମ୍ବା ) "ଉତ୍ସାହୀ ଜଣ" ପ୍ରଥମ ଅର୍ଥ ଏହା ସୁଚାଏ ସେ ଏକ ଲୋକଦଳର ସଦସ୍ୟ ଥିଲା ଯେଉଁମାନେ ଯିହୁଦୀମାନଙ୍କୁ ରୋମୀୟ ଶାସନଠାରୁ ମୁକ୍ତ କରିବାକୁ ଚାହୁଁଥିଲେ ବିକଳ୍ପ ଅନୁବାଦ: "ଦେଶପ୍ରେମୀ" କିମ୍ବା "ରାଷ୍ଟ୍ରଭକ୍ତ" କିମ୍ବା "ସ୍ଵାଧିନ ସେନାନୀ" ଦ୍ଵତୀୟ ଅର୍ଥ ଏହା ସୁଚିତ କରେ ଯେ ସେ ଈଶ୍ଵରଙ୍କ ସମ୍ମାନ ଦେବା ନିମନ୍ତେ ଉତ୍ସାହୀ ଥିଲା ବିକଳ୍ପ ଅନୁବାଦ: "ଉତ୍ତେଜିତ" # ବିକଳ୍ପ ଅନୁବାଦ : ଉଦବେଗ ପୁର୍ଣ୍ଣ #. ମାଥିଉ କରଗ୍ରାହୀ "ମାଥିଉ, ଯିଏ ଏକ କରଗ୍ରାହୀ ଥିଲେ" #. ଯିଏ ତାହାଙ୍କୁ ବିଶ୍ଵାସଘାତ କଲା "ଯିଏ ଯୀଶୁଙ୍କୁ ବିଶ୍ଵାସଘାତ କଲା"