Door43-Catalog_or_tn/MAT/09/37.md

1.9 KiB

#. ଯୀଶୁ ଅମଳ ବିଷୟରେ ଶିଷ୍ୟମାନଙ୍କୁ କହିବା ପାଇଁ ଏକ ଆଳଙ୍କାରିକ ଭାବକୁ ବ୍ୟବହାର କରନ୍ତି ଯେପରି ସେମାନେ ପୁର୍ବବର୍ତ୍ତୀ ଭାଗରେ ଥିବା ଜନଗହଳିର ଆବଶ୍ୟକତାକୁ ପ୍ରତିଉତ୍ତର ଦେବେ । #. ଶସ୍ୟ ପ୍ରଚୁର କିନ୍ତୁ କାର୍ଯ୍ୟକାରୀମାନେ ଅଳ୍ପ ଏହି ରୁପକ ଏକ ବୃହତ୍ ସଂଖ୍ୟାରେ ଥିବା ଲୋକମାନେ ଯେଉଁମାନେ ଈଶ୍ଵରଙ୍କୁ ବିଶ୍ଵାସ କରନ୍ତି ଏବଂ ତାହାଙ୍କ ରାଜ୍ୟରେ ଯୁକ୍ତ ହେବେ କ୍ଷେତରେ ବଢୁଥିବା ଖାଦ୍ୟଶସ୍ୟ ସହିତ ତୁଳନା କରାଯାଇଅଛି, ଏବଂ ସେମାନେ ଯେଉଁମାନେ ଅନ୍ୟଲୋକମାନଙ୍କୁ ଈଶ୍ଵରଙ୍କ ନିମନ୍ତେ କାର୍ଯ୍ୟକାରୀମାନଙ୍କ ବିଷୟରେ କହନ୍ତି ଏହି ରୁପକର ଲକ୍ଷ୍ୟ ଏହା ଅଟେ ଯେ ଅଳ୍ପ ଲୋକମାନେ ଅଛନ୍ତି ଯେଉଁମାନେ ଈଶ୍ଵରଙ୍କ ବିଷୟରେ ଅନ୍ୟ ଲୋକମାନଙ୍କୁ କହନ୍ତି (ଦେଖନ୍ତୁ:ରୁପକ) #. ଅମଳ “ପାଚିଯାଇଥିବା ଖାଦ୍ୟର ସଂଗ୍ରହ” #. କାର୍ଯ୍ୟକାରୀମାନେ “କଠିନ ପରିଶ୍ରମ କରୁଥିବା ବ୍ୟକ୍ତି” #ଅମଳ ନିମନ୍ତେ ପ୍ରଭୁ ନିକଟରେ ପ୍ରାର୍ଥନା କର " ପ୍ରଭୁ ନିକଟରେ ପ୍ରାର୍ଥନା କର, ସେ ଅମଳର ଅଧିକାରୀ ଥିଲେ ।